ଭୁବନେଶ୍ୱର: ଫେବୃଆରୀ ୨୫: ଆଉ ୩ ଦିନ ରିମାଣ୍ଡରେ ଯିବେ ରସିକିଆ ଡାକ୍ତର ରମେଶ ସ୍ୱାଇଁ । ମହିଳା ଥାନା ଆଉ ୩ ଦିନ ରିମାଣ୍ଡରେ ନେବ ରମେଶକୁ । ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ମହିଳା ଥାନା ପୋଲିସ । ୧୮ ବାହାଘରର ସାକ୍ଷୀ ଓ ଠକେଇରେ ସଂପୃକ୍ତ ନକଲି ଡା୍କ୍ତର ରମେଶ ସ୍ୱାଇଁ ଓ ତାଙ୍କ ଭଉଣୀ ଗିରଫ ହୋଇ ଜେଲରେ ଅଛନ୍ତି ।
Comments are closed.