ଆଜି ଛତିଶା ନିଯୋଗ ବୈଠକ: ଶ୍ରୀମନ୍ଦିର ଖୋଲିବା ନେଇ ହୋଇପାରେ ନିଷ୍ପତ୍ତି

ପୁରୀ: ଜାନୁଆରୀ ୨୮: ଭକ୍ତଙ୍କ ପ।ଇଁ ଶ୍ରୀମନ୍ଦିର ଖୋଲିବା ନେଇ ଆଜି ଛତିଶ। ନିଯୋଗ ବୈଠକରେ ଆଲୋଚନ। ହୋଇପ।ରେ । ଭର୍ଚୁଆଲ ମୋଡରେ ୪.୩୦ରେ ଏହି ବୈଠକ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶ।ସକ କ୍ରିଷନ କୁମ।ରଙ୍କ ଅଧ୍ୟକ୍ଷତ।ରେ ହେବ।କୁ ଥିବ। ଏହି ବୈଠକରେ ଜିଲ୍ଲ।ପ।ଳ, ଏସପି, ଶ୍ରୀମନ୍ଦିର ପ୍ରଶ।ସନିକ ଅଧିକ।ରୀ, ସମସ୍ତ ନିଯୋଗର କର୍ମକର୍ତ୍ତ। ଓ ପରିଚ।ଳନ। କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ।

କୋଭିଡ୍ ପାଇଁ ଜ।ନୁଆରୀ ୧୦ରୁ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବ ସ।ଧ।ରଣ ଦର୍ଶନ ବନ୍ଦ ରହିଥିଲ। । ତେବେ ଏ ନେଇ ଜଗନ୍ନ।ଥ ସେନ। ସଂହଦ୍ୱ।ର ସମ୍ମୁଖରେ ଆନ୍ଦୋଳନ କରି ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଛି । ଏହ।ସହ ଯଥ।ଶୀଘ୍ର ସର୍ବସ।ଧ।ରଣଙ୍କ ପ।ଇଁ ଶ୍ରୀମନ୍ଦିର ଖୋଲିବ।କୁ ଦ।ବି କରିଛି ସଂଗଠନ ।

Comments are closed.