ତେଲିଆ ତ୍ୱଚାର ଯତ୍ନ

0

ସମସ୍ତଙ୍କର ତ୍ୱଚା ଭିନ୍ନ ହୋଇଥାଏା ତେବେ ତେଲିଆ ତ୍ୱଚାରେ ବ୍ରଣ ସମସ୍ୟା ଅଧିକା ଦେଖାଦେଇଥାଏା ହେଲେ ଖରାଦିନେ ଏହି ସମସ୍ୟା ବେଶି ବଢିଯାଇଥାଏା ତେଣୁ କେତେକ ଘରୋଇ ଫେସ୍‌ ପ୍ୟାକ୍‌ ଲଗାଇ ଖରାଦିନେ ତ୍ୱଚାର ଧ୍ୟାନ ରଖିହେବା ଘରେ ସକାଳ ଜଳଖିଆରେ ବ୍ୟବହାର ହେଉଥିବା ଓଟସ୍‌କୁ ଫେସ୍‌ ପ୍ୟାକ୍‌ କରି ଲଗାନ୍ତୁା ଏଥିରେ ଆପଲ୍‌ ସାଇଡର୍‌ ଭିନେଗାର ବ୍ୟବହାର କରି ପ୍ୟାକ୍‌ ବନାନ୍ତୁା ଏହାକୁ ଲଗାଇଲେ ତ୍ୱଚାର ତେଲିଆ ଅଂଶ ନିୟନ୍ତ୍ରଣ ହୋଇଥାଏା ଏହାକୁ ଲଗାଇଲେ ମୁହଁରେ ଏକ ଚମକ ଆସିଥାଏା ସେହିଭଳି ଘରେ ଥିବା ଟମାଟ ରସକୁ ମଧ୍ୟ ପ୍ୟାକ୍‌ କରି ମୁହଁରେ ଲଗାଇପାରିବୋ ଟମାଟରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ତ୍ୱଚାର ଛିଦ୍ରକୁ ସଫା କରିଥାଏା ସେହିଭଳି ବାଦାମ ପାଉଡରକୁ ମଧ୍ୟ ପ୍ୟାକ୍‌ ଭାବେ ବ୍ୟବହାର କରିପାରିବୋ ଏହା ମୁହଁରୁ ମୃତ କୋଷିକା ବାହାର କରିବାରେ ସାହାଯ୍ୟ କରିଥାଏା ଯାହାଫଳରେ ମୁହଁ ଉଜ୍ୱଳ ଓ ଚମକଦାର ହୋଇଥାଏ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.