ଅତ୍ୟଧିକ ଡ଼େଙ୍ଗାବ୍ୟକ୍ତିଙ୍କୁ କ୍ୟାନସର୍‍ ଆଶଙ୍କା ଅଧିକ!

ସମୟ ଲାଇଭ୍‍,୧୨/୧୧: କ୍ୟାନସର ହେବାର ଅନେକ କାରଣ ରହିଛି। ତେବେ ଅତ୍ୟଧିକ ଡ଼େଙ୍ଗା ବ୍ୟକ୍ତିଙ୍କୁ କ୍ୟାନସର ହେବାର ଆଶଙ୍କା ବେଶି ରହିଥାଏ। ଏହି ବ୍ୟକ୍ତିଙ୍କୁ ପାନକ୍ରିୟାଜ୍‍,ଷ୍ଟୋମାକ୍‍ ଏବଂ ମାଉଥ୍‍ କ୍ୟାନ୍‍ସର୍‍ ହୋଇଥାଏ କାଲିଫର୍ଣ୍ଣିଆ ୟୁନିଭର୍‍ସିଟି କ୍ୟାନସର୍‍ ବୈଜ୍ଞାନିକମାନେ ଏକ ଗବେଷଣା କରିଥିଲେ। କେତକ ଆବଶ୍ୟକତା ଠାରୁ ଡ଼େଙ୍ଗା ଲୋକଙ୍କୁ ନେଇ ଗବେଷଣା କରାଯାଇଥିଲା। ଏଥିରୁ ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ। ଉଚ୍ଚତା ବଢ଼ିବା ସଙ୍ଗେ ସଙ୍ଗେ କ୍ୟାନସର୍‍ କୋଷ ମଧ୍ୟ ଶରୀରରେ ବଢ଼ିବାକୁ ଲାଗିଥାଏ।

Launching Ceremony of “AYUSHMAN BHARAT

Comments are closed.