ବ୍ରଜରାଜନଗର ନିର୍ବାଚନ : କିଶୋର ପଟେଲଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର: ମେ ୦୯: ବ୍ରଜରାଜନଗର ଉପନିର୍ବାଚନ ସକାଶେ କଂଗ୍ରେସ ତା’ର ପ୍ରାର୍ଥୀ ଚୟନ କରିଛି । ସେ ହେଲେ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ କିଶୋର ପଟେଲ ।

ସୂଚନା ଥାଉଯେ, ଆସନ୍ତା ୩୧ରେ ହେବ ବ୍ରଜରାଜନଗର ଉପନିର୍ବାଚନ । ଝାରସୁଗୁଡ଼ା ଜିଲ୍ଲାରେ ରହିଛି ଦୁଇଟି ବିଧାନସଭା କ୍ଷେତ୍ର । ଗୋଟିଏ ହେଲା ଶିଳ୍ପ ନଗରୀ ଝାରସୁଗୁଡ଼ା ଓ ଅନ୍ୟଟି କୋଇଲା ନଗରୀ ବ୍ରଜରାଜନଗର । ତେବେ ଆସନ୍ତା ୩୧ରେ ବ୍ରଜରାଜନଗରରେ ଉପନିର୍ବାଚନ ହେବାକୁ ଯାଉଛି । ଯାହା ଉପରେ ସାରା ରାଜ୍ୟବାସୀଙ୍କ ନଜର ରହିଛି ।

Launching Ceremony of “AYUSHMAN BHARAT

Comments are closed.