କେଶ ପାଇଁ ଭଲ ପେଜ

ଭାତ ଗାଳି ସାରିବା ପରେ ଏହାର ପେଜକୁ ଅଦରକାରୀ ଭାବି ଆମେ ଫିଙ୍ଗି ଦେଇଥାଉ । ଏହାକୁ ନ ଫିଙ୍ଗି ଘରୋଇ ଉପଚାର ଭାବରେ ଆପଣ ବ୍ୟବହାର କରିପାରିବେ । ତ୍ୱଚା ଓ କେଶକୁ ସୁନ୍ଦର କରିବା ପାଇଁ ପେଜକୁ ବ୍ୟବହାର କରାଯାଇଥାଏ । ଚାଉଳ ପାଣି ବା ପେଜ ଆପଣଙ୍କ ତ୍ୱଚାକୁ ଟାଇଟ୍‌ କରି କେଶକୁ ସୁସ୍ଥ ରଖିଥାଏ । କେବଳ ଏତିକି ନୁହେଁ, ପେଜ ଆପଣଙ୍କ ଶରୀରରେ ରକ୍ତ ସଂଚାଳନକୁ ବୃଦ୍ଧି କରିଥାଏ । ପେଜକୁ କିପରି କେଶ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ ଆସନ୍ତୁ ଜାଣିବା ।

କେଶ ପାଇଁ ଭଲ ପେଜ

୧. ଗୋଟିଏ ଗ୍ଲାସ୍‌ ପେଜରେ କିଛି ବୁନ୍ଦା ଗୋଲାପ ଜଳ, ଲାଭେଣ୍ଡର ଓ ଏସେନସିଆଲ୍‌ ଅଏଲ୍‌ ମିଶା;ୁ ।

୨. ଏହାପରେ କେଶରେ ଶାମ୍ପୂ ଲଗାଇ ପେଜ ପାଣିରେ ଧୁଅ;ୁ । ୨୦ ମିନିଟ୍‌ ପର୍ଯ୍ୟନ୍ତ କେଶରେ ଏହି ପାଣିକୁ ରହିବାକୁ ଦିଅ;ୁ ।
କେଶ ପାଇଁ ଭଲ ପେଜ

୩. କେଶରେ ପେଜ ପାଣି ଲଗାଇବା ପରେ ଭଲ ଭାବରେ ମାଲିସ କର;ୁ ।

୪. ୨୦ ମିନିଟ୍‌ ପରେ କେଶକୁ ଧୋଇ ଦିଅ;ୁ । ଏହିପରି ସପ୍ତାହକୁ ଥରେ କେଶରେ ପେଜ ପାଣି ଲଗା;ୁ । ଦେଖିବେ କେଶ ଝଡ଼ିବା କମ୍‌ ହୋଇଯିବ ।

କେଶ ପାଇଁ ଭଲ ପେଜ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପେଜ ବା ଚାଉଳ ପାଣିରେ ଇନୋସିଟୋଲ ଓ କାର୍ବୋହାଇଡ୍ରେଟ୍‌ ରହିଛି । ତେଣୁ ଏହା କେଶରେ ଲଗାଇ ସାରିବା ପରେ ମଧ୍ୟ ଇନୋସିଟୋଲ ଆପଣଙ୍କ କେଶରେ ରହିଥାଏ ଏବଂ କେଶକୁ ନଷ୍ଟ ହେବାରୁ ରକ୍ଷା କରିଥାଏ । ଏହା ବ୍ୟତୀତ ପେଜରେ ଆମିନୋ ଏସିଡ୍‌ ରହିଛି, ଯାହା କେଶ ମୂଳକୁ ମଜଭୂତ କରି ଘନକଳା କରିଥାଏ । ପେଜରେ କେଶ ଧୋଇବା ଦ୍ୱାରା କେଶ ସାଇନିଂ କରିଥାଏ । ଏହି ଚାଉଳ ପାଣି ବା ପେଜ ଖୁବ୍‌ ଲାଭକାରୀ ଓ ସୁରକ୍ଷିତ କାରଣ ଏହାର କୌଣସି ସାଇଡ୍‌ ଇଫେକଫ ମଧ୍ୟ ନାହିଁ ।

Launching Ceremony of “AYUSHMAN BHARAT

Comments are closed.