ବଲିଉଡ୍ ଅଭିନେତା ବବି ଦେଓଲ ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏହି ଚର୍ଚ୍ଚାର କାରଣ ହେଉଛି ଏକ କବିତା। କରୋନାର ଏହି ଦୁଃଖଦ ସମୟରେ ବବି ଏକ ସୁନ୍ଦର କବିତା ଲେଖିଛନ୍ତି। ତାଙ୍କର ଏହି କବିତାକୁ ସମସ୍ତେ ପସନ୍ଦ ମଧ୍ୟ କରୁଛନ୍ତି।
![]()
ଇତିମଧ୍ୟରେ କରୋନା ଉପରେ ଅନେକ କବିତା ଓ ଗୀତ ତିଆରି ହୋଇଛି। ମାତ୍ର ବବିଙ୍କ ଏହି କବିତା ଅନ୍ୟଠାରୁ ଭିନ୍ନ। ଭୟଭୀତ କିମ୍ବା କାନ୍ଦିବା ପରିବର୍ତ୍ତେ ଏହି କବିତା ମାଧ୍ୟମରେ ବବି ସୁନ୍ଦର ଭବିଷ୍ୟତ ଦେଖାଇବାକୁ ଚେଷ୍ଟା କରିଛନ୍ତି, ଯାହାକୁ ପ୍ରତିଟି ଭାରତୀୟ ଅପେକ୍ଷା କରିଛନ୍ତି।
https://www.instagram.com/tv/B_wwvAvhl4_/?igshid=1tawwszvcm14z
ଏହି କବିତା ମାଧ୍ୟମରେ ବବି କହିଛନ୍ତି ଯେ, ମାତ୍ର କିଛି ଦିନର କଥା…. ଅନ୍ଧାରର ଶତ୍ରୁ ହାରିଯିବ…. ସମସ୍ତ ସ୍ବର ପୁଣିଥରେ ଏକଜୁଟ ହେବ, ସାହାସ ବାନ୍ଧ।

Comments are closed.