ଓଭରବ୍ରିଜ ତଳୁ ରକ୍ତାକ୍ତ ମୃତଦେହ ଉଦ୍ଧାର

0

ବରଗଡ଼: ବରଗଡ଼ ଟାଉନ ଥାନା ଅଞ୍ଚଳର ଜମୁର୍ଡା ଓଭର ବ୍ରିଜ୍ ତଳୁ ଉଦ୍ଧାର ହେଲା ରକ୍ତାକ୍ତ ମୃତଦେହ । ମୃତକ ହେଉଛନ୍ତି ହେଉଛନ୍ତି ଜମୁର୍ଡା ଗାଁ ଟାଙ୍ଗରପଡ଼ାର ଭୀମ ବିଶାଲ । ଏହାକୁ ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ପରିବାର ।
ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହି ରକ୍ତସ୍ରାବ ହେଉଥିବାରୁ କେହି ଦୁର୍ବୃତ୍ତ ତାଙ୍କୁ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରିଛନ୍ତି ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ବରଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.