ୟୁକ୍ରେନ୍‌ ତିକ୍ତତା ନେଇ ଆଲୋଚନା କରିବେ ବିଡେନ ଓ ପୁତିନ୍‌

ୟୁକ୍ରେନ୍‌: ଡିସେମ୍ବର ୩୦: ୟୁକ୍ରେନ ତିକ୍ତତ। ମଧ୍ୟରେ ଆଜି ବିଡେନ, ପୁଟିନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକ।ର ର।ଷ୍ଟ୍ରପତି ଜୋ ବିଡେନ ଏବଂ ଋଷର ର।ଷ୍ଟ୍ରପତି ଭ୍ଲ।ଦିମିର ପୁଟିନ ଏନେଇ ଗୁରୁତ୍ୱାରୋପ କରି ଏହାର ସମାଧାନ ବାହାର କରିବା ପାଇଁ ଚେଷ୍ଟା କରିବେ ବେଲି ସୂତ୍ରରୁ ଖବର ମିଳିଛି। ଏ ସମସ୍ତ ବିଷୟ ଉପରେ ଆଲୋଚନା ହେବା ନେଇ ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ୟୁରୋପୀୟ ସହଯୋଗୀମ।ନଙ୍କ ସହ ୟୁକ୍ରେନ ସୀମ।ରେ ଋଷର ସ।ମରିକ ନିର୍ମ।ଣ ଉପରେ ୱ।ଶିଂଟନ୍ ଏକ ସ।ଧ।ରଣ ପ୍ରତିକ୍ରିୟ। ସୃଷ୍ଟି କରିଛି। ଦୁଇ ନେତ। ଦେଶ ମଧ୍ୟରେ ଆଗ।ମୀ ସୁରକ୍ଷ। ଆଲୋଚନ। ଏବଂ ୟୁରୋପରେ ଏକ ତିକ୍ତ ପରିସ୍ଥିତି ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନ। କରାଯିବାର କାର୍ଯ୍ୟକ୍ରମ ରହିଛି।

Launching Ceremony of “AYUSHMAN BHARAT

Comments are closed.