ସାମଗ୍ରୀ – ଗୋଟିଏ କପ ଇଡିଲ୍ ଆଣ, ୪ଚାମଚ ଗୁଣ୍ଡ ଗୁଡ, ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ଗୁଜୁରାତି ଗୁଣ୍ଡ, ୧ଟା ପାଚିଲା କଦଳୀ କଟା, ଗୋଟିଏ କପ ନଡିଆ ରସ,୨ଚାମଚ ଗୁଡ ଗୁଣ୍ଡ ।
ପ୍ରଣାଳୀ – ପ୍ରଥମେ ଇଡିଲି ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ଯଥା କଦଳୀ, ଆଣ, ଗୁଣ୍ଡଗୁଡ, ଲୁଣ, ଗୁଜୁରାତି ଗୁଣ୍ଡକୁ ମିଶାଇ ନିଅନ୍ତୁ । ଏହାପରେ ଇଡି୍ଲ ଛାଞ୍ଚରେ ତେଲ ଲଗାନ୍ତୁ ଏଥିରେ ପ୍ରସ୍ତୁତ ହୋଇଥିବା ଆଣକୁ ଦେଇ ଇଡିଲ୍ ତିଆରି କରନ୍ତୁ । ଏହାପରେ ପ୍ୟାନ୍ରେ ନଡିଆ ରସକୁ ଗରମ କରନ୍ତୁ । ଏଥିରେ ଗୁଣ୍ଡ ଗୁଡ ପକାଇ ତରଳିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଏହାପରେ ଇଡିଲ ସହିତ ପରଷନ୍ତୁ ନଡିଆ ଗୁଡ ସସ୍ ।

Comments are closed.