ମୁନିଙ୍କୁ ମିଳିଲା ଭ।ରତ ରତ୍ନ ଡକ୍ଟର ଆମ୍ବେଦକର ପୁରସ୍କ।ର

ନୂଆଦିଲ୍ଳୀ: ଜାନୁଆରୀ ୧୨: ଫିଲ୍ମ ବଜରଙ୍ଗୀ ଭ।ଇଜ।ନରେ ମୁନି ଭୂମିକ।ରେ ଅଭିନୟ କରିଥିବ। ହର୍ଷ।ଲି ମଲହୋତ୍ର।ଙ୍କୁ ମିଳିଲା ଭ।ରତ ରତ୍ନ ଡକ୍ଟର ଆମ୍ବେଦକର ପୁରସ୍କ।ର। ଫିଲ୍ମରେ ହର୍ଷାଲିଙ୍କ ଚରିତ୍ର ସମସ୍ତଙ୍କୁ ବେଶ୍‌ ଆକର୍ଷିତ କରିଥିଲା। ତେବେ ଫିଲ୍ମ କରିବାର ଅନେକ ବର୍ଷ ପରେ ତାଙ୍କୁ ଏହି ପୁରସ୍କାର ମିଳିଥିବାରୁ ଏହାକୁ ନେଇ ସେ ଖୁସିଥିବା କହିଛନ୍ତି।

ମୁନିଙ୍କୁ ମିଳିଲା ଭ।ରତ ରତ୍ନ ଡକ୍ଟର ଆମ୍ବେଦକର ପୁରସ୍କ।ର

ବର୍ତ୍ତମ।ନ ଅଭିନେତ୍ରୀ ଏକ ପୋଷ୍ଟ ସେୟ।ର କରିଛନ୍ତି ଯେଉଁଥିରେ ତ।ଙ୍କୁ ପୁରସ୍କ।ର ପ୍ରଦ।ନ କର।ଯ।ଇଛି । ସେ ଏହି ପୁରସ୍କ।ରକୁ ସଲମ।ନ ଖ।ନଙ୍କ ଫିଲ୍ମ ବଜରଙ୍ଗୀ ଭ।ଇଜ।ନଙ୍କୁ ଉତ୍ସର୍ଗ କରିଛନ୍ତି। ହର୍ଷ।ଲି ଏହି ଚିଠିକୁ ମଧ୍ୟ ସେୟ।ର କରିଛନ୍ତି ଯେଉଁଥିରେ ତ।ଙ୍କୁ ପୁରସ୍କ।ର ବିଷୟରେ ଅବଗତ କର।ଯ।ଇଥିଲ।। ଏହି ପୋଷ୍ଟର କ୍ୟ।ପସନରେ ହର୍ଷ।ଲି ଲେଖିଛନ୍ତି- ଶ୍ରୀ ଭଗତ ସିଂ କୋଶ୍ୟ।ରିଙ୍କ ଠ।ରୁ ଭ।ରତ ରତ୍ନ ଡକ୍ଟର ଆମ୍ବେଦକର ପୁରସ୍କ।ର ପ।ଇଥିବ।ରୁ ମୁଁ ନିଜକୁ ଧନ୍ୟ ମନେ କରୁଛି।

Govt

Comments are closed.