ବନ୍ୟାଜଳ ପ୍ରଭାବରେ ଦବିଲା ବୈତରଣୀ ପୋଲ

ଯାଜପୁର : ବନ୍ୟା ନଆସୁଣୁ ଦବିଲା ପୋଲ । ଯାଜପୁର ଜିଲ୍ଲା ବୈତରଣୀ ନଦୀରେ ପ୍ରବେଶ କରିଛି ପ୍ରଥମ ବନ୍ୟା ଜଳ । ବନ୍ୟା ଜଳ ପ୍ରବେଶ କରିବାରୁ ବୈତରଣୀ ନଦୀର ସ୍ପାନ ଦବି ଯିବାରୁ ସ୍ଥାନୀୟ ଲୋକଙ୍କ ମନରେ ଆଶଙ୍କା ଦେଖାଦେଇଛି । ବନ୍ୟା ଜଳ ସ୍ରୋତ ଏତେ ପ୍ରଖର ଥିଲା ଯେ ବାଲେଶ୍ୱର ନିକଟରେ ବୈତରଣୀ ପୋଲର ୨ଟି ସ୍ପାନ୍ ଦବିଯାଇଥିବା ସୂଚନା ମିଳିଛି । ପୋଲ ଦବିବା ନେଇ ସ୍ଥାନୀୟ ଲୋକଙ୍କୁ ସତର୍କ କରିଦିଆଯାଇଛି ।

Govt

Comments are closed.