ଶୈବପୀଠେ ବଡ଼ଓଷା

ସମୟ ଲାଇଭ,୧୦/୧୧: ବଡ଼ ଓଷାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଧବଳେଶ୍ୱର ପୀଠରେ ସକାଳୁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। କାର୍ତ୍ତିକ ମାସ ତ୍ରୟୋଦଶ ତିଥିରେ ପଡ଼ୁଥିବା ଏହି ଓଷାରେ ଅଟକାଳି ଓ ଗଜା ଭୋଗ କରାଯିବାର ବିଧି ରହିଛି। ତେବେ ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ତାକୁ କଡ଼ାକଡ଼ି କରାଯାଇଛି। କେବଳ ଧବଳେଶ୍ୱର ପୀଠ ନୁହେଁ ବରଂ ରାଜ୍ୟର ଅନ୍ୟାନ୍ୟ ପୀଠରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି।

Launching Ceremony of “AYUSHMAN BHARAT

Comments are closed.