‘ତୁଳସି ଅପା’ପ୍ରଥମ ଓଡ଼ିଆ ଫିଚର ଫିଲ୍ମଭାବ ଆମାଜନ ବୁକରେ ପାଇଲା ସ୍ଥାନ

ସମୟ ଲାଇଭ,୯/୧୧: ବର୍ଷିୟାନ ଚଳଚ୍ଚିତ୍ର ନିର୍ମାତା ତଥଶ ନିର୍ଦ୍ଦେଶକ ଅମିୟ ପଟ୍ଟନାୟକଙ୍କ ଶେଷ ଚଳଚ୍ଚିତ୍ର ତଥା ଓଡ଼ିଶାର ପ୍ରଥମ ବାୟୋପିକ୍‌ ‘ତୁଳସୀ ଅପା’ ପ୍ରଥମ ଓଡ଼ିଆ ଫିଚର୍‌ ଫିଲ୍ମ ଭାବେ ଆମାଜନର ପ୍ରାଇମ ଭିଡିଓ ସୂଚୀରେ…

ବାତ୍ୟା ବୁଲବୁଲ ପାଇଁ ବଦଳିଲା ଯୁକ୍ତ ଦୁଇ ପରୀକ୍ଷାର ଫର୍ମପୂରଣ ତାରିଖ

ସମୟ ଲାଇଭ,୯/୧୧:ବାତ୍ୟା ବୁଲବୁଲ ଡଓଡ଼ିଶାରେ ଲ୍ୟାଣ୍ଡଫଲ କରିନାହିଁ ସତ କିନ୍ତୁ ଏହା ପ୍ରଭାବରେ ଓଡ଼ିଶାରେ ପାଗ କୋହଲା ହେବା ସହ କିଛି ସ୍ଥାନରେ ବର୍ଷା ହୋଇଛି। ଏହା ସହ ପବନ ମଧ୍ୟ ହୋଇଛି। ବାତ୍ୟା ପ୍ରଭାବରେ ଓଡ଼ିଶାର ୫ଟି…

ରାତି ୮ରୁ ୧୧ ମଧ୍ୟରେ ପଶ୍ଚିମବଙ୍ଗର ସାଗରଦ୍ୱୀପ ଓ ବାଂଲାଦେଶର ଖେପୁପଡା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୁଲବୁଲ

ସମୟ ଲାଇଭ,୯/୧୧:ସାମୁଦ୍ରିକ ଝଡ ବୁଲବୁଲ ଏବେ ଧିରେ ଧିରେ ଓଡ଼ିଶା ଉପକୂଳ ଛାଡି ପଶ୍ଚିମବଙ୍ଗ ମୁହାଁ ହେଉଛି। ଏହା ଓଡ଼ିଶାର ପାରାଦୀପଠାରୁ ୧୪୦ କିଲୋମିଟର ଉତ୍ତର-ଉତ୍ତରପୂର୍ବ ଦିଗରେ, ପଶ୍ଚିମ ବଙ୍ଗଠାରୁ ୮୫ କିଲୋମିଟର…

ଭାରତରେ ଏବେ ଆର୍ଥିକ ମାନ୍ଦାବସ୍ତାରୁ ନିସ୍ତାର ନାହିଁ : ମୁଡିସ୍‍

ସମୟ ଲାଇଭ,୯/୧୧:ଭାରତରେ ଏବେ ଲାଗି ରହିବ ମାନ୍ଦାବସ୍ତା ଏଭଳି ଏକ ରିପୋର୍ଟ ଦେଇଛି ରେଟିଂ ଏଜେନ୍ସି ମୁଡିସ୍‍। ମୋଦି ସରକାରଙ୍କ ସମୟରେ ଆର୍ଥିକ ମାନ୍ଦାବସ୍ତା ସବୁଠାରୁ ବଡ ମୁଣ୍ଡବ୍ୟଥାର କାରଣ ବୋଲି ଜଣାପଡିଛି। ଚଳିତ…

ଘଣ୍ଟି ବଜାଇ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚକୁ ଶୁଭାରମ୍ଭ କରିବେ ମମତା ଓ ଶେଖ ହାସିନା

ସମୟ ଲାଇଭ,୯/୧୧:କୋଲକାତାର ଇଡେନଗାର୍ଡେନରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଯାଉଥିବା ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଘଣ୍ଟି…

ସୋସିଆଲ ମିଡିଆରେ ସନି ଲିଓନିଙ୍କ ବେଲି ଡ଼୍ୟାନ୍ସ ଭିଡିଓ ଭାଇରାଲ

ସମୟ ଲାଇଭ,୯/୧୧: ବଲିଉଡ କ୍ୟୁଇନ ସନି ଲିଓନିଙ୍କ ଏକ ଭିଡ଼ିଓ ଏବେ ବେଶ୍‍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସନି ବେଲି ଡ଼୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ସନି ଏହି ଭିଡିଓ ଛାହିବା ପରେ ଏହା ଏବେ…

ଅଯୋଧ୍ୟା ରାୟ ପରେ ବିଚଳିତ ହେଲା ପାକିସ୍ତାନ

ସମୟ ଲାଇଭ,୯/୧୧: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଆସିବା ପରେ ପାକିସ୍ତାନ ପୁଣିଥରେ ବିଚଳିତ ହୋଇଛି। ରେଡିଓ ପାକିସ୍ତାନରେ ଲଗାତାର ଭାବରେ ଅଯୋଧ୍ୟା ମାମଲାକୁ ନେଇ ବୁଲେଟିନ୍ ଜାରି ରହିଛି। ପାକ୍…

୨୦୨୩ ପୁରୁଷ ବିଶ୍ୱକପ ହକି ଭୁବନେଶ୍ୱରରେ ହେବ !

ସମୟ ଲାଇଭ,୯/୧୧: ୨୦୧୮ ବିଶ୍ୱକପ ହକିର ସଫଳ ଆୟୋଜନ ପରେ ପୁଣିଥରେ ୨୦୨୩ ମସିହାରେ ହେବାକୁ ଥିବା ପୁରୁଷ ବିଶ୍ୱକପ ହକି ଭାରତର ସ୍ପୋର୍ଟ୍ସ କ୍ୟାପିଟାଲ ଭୁବନେଶ୍ୱରରେ ହେବ ବୋଲି ସମ୍ଭାବନା କରାଯାଉଛି। ଏଥିନେଇ ହକି ଇଣ୍ଡିଆକୁ…

ଘଣ୍ଟାକୁ ୧୫ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡଆସୁଛିି ବାତ୍ୟା ବୁଲବୁଲ

ସମୟ ଲାଇଭ,୯/୧୧:ବାତ୍ୟା ବୁଲବୁଲ ବର୍ତ୍ତମାନ ସୁଦ୍ଧା  ପାରାଦୀପଠାରୁ ୯୫ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ବାତ୍ୟା ବୁଲବୁଲ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି । ବାତ୍ୟା ବୁଲବୁଲ ସଂନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ଓ…