ଜ।ନୁଆରୀରୁ ଏଟିଏମର ବ୍ୟବହ।ର ହେବ ମହଙ୍ଗ।

ଭୁବନେଶ୍ୱର: ଡିସେମ୍ବର ୦୩: ନୂଆ ବର୍ଷରେ ଏଟିଏମ୍ ବ୍ୟବହ।ର ମହଙ୍ଗ। ହେବ।କୁ ଯ।ଉଛି । ଜ।ନୁୟ।ରୀ ୧, ୨୦୨୨ ରୁ ଆରବିଆଇ ସମସ୍ତ ବ୍ୟ।ଙ୍କକୁ ଏଟିଏମ୍ କ।ରବ।ର ପ।ଇଁ ଦେୟ ବୃଦ୍ଧି କରିବ।କୁ କହିଛି। ଆରବିଆଇ ବ୍ୟ।ଙ୍କଗୁଡ଼ିକୁ ଦେୟ ବୃଦ୍ଧି କରିବ।କୁ ଅନୁମତି ଦେଇଥ।ଏ । ଆରବିଆଇ ବିଜ୍ଞପ୍ତି ଅନୁଯ।ୟୀ, ମ।ଗଣ। କ।ରବ।ର ପ।ଇଁ ମ।ସିକ ସୀମ। ଚ।ର୍ଜ ଉପରେ ଟିକସ ଆଦ।ୟ କର।ଯ।ଏ।

ରିଜର୍ଭ ବ୍ୟ।ଙ୍କ ମଧ୍ୟ ସ୍ପଷ୍ଟ ଭ।ବେ କହିଛି ଯେ ଯଦି କୌଣସି ଟ୍ୟ।କ୍ସ ପ୍ରଯୁଜ୍ୟ ହୁଏ, ତେବେ ଏହ। ଏହି ଚ।ର୍ଜଠ।ରୁ ଅଲଗ। ହେବ। ବ୍ୟ।ଙ୍କ ଗ୍ର।ହକମ।ନଙ୍କୁ ପ୍ରତି ମ।ସରେ ମ।ଗଣ।ରେ ସେମ।ନଙ୍କ ବ୍ୟ।ଙ୍କର ଏଟିଏମରୁ ପ।ଞ୍ଚଟି କ।ରବ।ର କରିବ।କୁ ଅନୁମତି ଦିଆଯ।ଇଛି। ଅନ୍ୟ ବ୍ୟ।ଙ୍କଗୁଡିକରୁ ମ।ଗଣ। ବ।ଲ।ନ୍ସ ଯ।ଞ୍ଚ କରିବ। ପରେ ମଧ୍ୟ ଟଙ୍କ। କଟ। ଯ।ଇଥ।ଏ। ସୂଚନ।ଯୋଗ୍ୟ ଯେ ବ୍ୟ।ଙ୍କ ଗ୍ର।ହକଙ୍କୁ ଦିଆଯ।ଇଥିବ। ମ।ଗଣ। ସୀମ। ମଧ୍ୟରେ ଅଣ-ଆର୍ଥିକ କ।ରବ।ର ମଧ୍ୟ ଗଣ।ଯ।ଏ ।ତେବେ ଆଗାମୀ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଏଟିଏମ୍‌ ର ଅଧିକ କାରବାର ପାଇଁ ଦେୟ ବୃଦ୍ଧି କରିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛି।

Govt

Comments are closed.