ଅଶ୍ୱିନଙ୍କ ବିରଳ ରେକର୍ଡ,କୁମ୍ବଲେ ହରବଚ୍ଚନଙ୍କୁ ପଛରେ ପକାଇଲେ

ସମୟ ଲାଇଭ,୧୪/୧୧:ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲୁଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ହିଁ ଭାରତୀୟ ଲିଜେଣ୍ଡ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକ ବିରଳ ରେକର୍ଡକୁ ନିଜ ନାଁ ରେ କରିଛିନ୍ତି। ଅଶ୍ୱିନ୍‌ ତୃତୀୟ ଭାରତୀୟ ବୋଲର ଭାବେ ଘରୋଇ ମାଟିରେ ୨୫୦ ୱିକେଟ୍‌ ନେବାର ଗୌରବ ଅର୍ଜନ କରିଛନ୍ତି। ସେ ବାଂଲାଦେଶ କ୍ୟାପଟେନ୍ ମୋମିନୁଲ୍ ହକଙ୍କୁ ୩୭ ରନରେ ବୋଲ୍ଡ କରି ଏହି ବିରଳ କ୍ଲବରେ ସାମିଲ୍ ହୋଇଛନ୍ତି। ତେବେ ଅଶ୍ୱିନ୍‌ ମାତ୍ର ୪୨ ମ୍ୟାଚରେ ୨୫୦ ୱିକେଟ୍‌ ନେଇ କୁମ୍ବଲେ ଓ ହରଭଜନଙ୍କୁ ପଛରେ ପକାଇଛନ୍ତି। ହରବଚ୍ଚନ ୫୧ ଟି ମ୍ୟାଚରେ ଏହି ରେକର୍ଡ ହାସଳ କରିଥିବାବେଳେ ଅଶ୍ୱିନ ମାତ୍ର ୪୩ଟି ମ୍ୟାଚ ଖେଳି ଏହି ରେକର୍ଡ ନିଜ ନାଁ ରେ କରିଛନ୍ତି।

 

Launching Ceremony of “AYUSHMAN BHARAT

Comments are closed.