ଓଟିଟି ସହିତ ୪-୫ କୋଟିର ଡିଲ କଲେ ଅନୁଷ୍କା

ନୂଆଦିଲ୍ଳୀ :ଜାନୁଆରୀ ୨୭: ବଲିଉଡ ହିରୋଇନ ଅନୁଷ୍କ। ଶର୍ମ।ଙ୍କ ପ୍ରଡକ୍ସନ ହାଉସ କ୍ଲିନ୍‌ ସ୍ଲେଟ୍‌ ଫିଲ୍ମସ୍‌ କରିଛି ୪୦୫ କୋଟିର ଡିଲ। ଏହି ଡିଲ ସେ କରିଛନ୍ତି ନେଟଫ୍ଲିକ୍ସ ଓ ଆମ।ଜନ ଓଟିଟି ପ୍ଲ।ଟଫର୍ମ ସହିତ। ଏହା ବିଦେଶୀ ମୁଦ୍ରାରେ ୫୪ ମିଲିୟନ ଡଲାର ହେବ। ଭ।ରତୀୟ ବଜ।ରରେ ବଢୁଥିବ। ପ୍ରତିଯୋଗିତ।କୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି କମ୍ପ।ନୀ । ଦୁଇ ଓଟିଟି ପ୍ଲ।ଟଫର୍ମ ଏଣ୍ଟରଟେନମେଣ୍ଟ ବଜ।ରରେ ନିଜର ସ୍ଥ।ନ ବଜ।ୟ ରଖିବ। ଏବଂ ଫିଲ୍ମ ଓ ଓ୍ଵେବ ସିରିଜର ନୂଆ କଣ୍ଟେଟ୍ ପ୍ରସ୍ତୁତ ପ।ଇଁ ଏହି ଡିଲ୍ କରିଛି।

ତେବେ ରିପୋର୍ଟ ଅନୁଯ।ୟୀ, ଆଗ।ମୀ ୧୮ ମ।ସରେ ଆମ।ଜନ ଏବଂ ନେଟଫ୍ଲିକ୍ସର ଓଟିଟି ପ୍ଲ।ଟଫର୍ମରେ ୮ ଓ୍ଵେବ୍ ସିରିଜ୍ ଏବଂ ଫିଲ୍ମ ରିଲିଜ୍ ହେବ। ନେଟଫ୍ଲିକ୍ସର ମୁଖପ।ତ୍ର ମଧ୍ୟ କ୍ଲିନ ସ୍ଲେଟ୍ ଫିଲ୍ମସ ସହ ନିଶ୍ଚିତ ହୋଇ ସ।ରିଥିବ। ସ୍ପଷ୍ଟ କରିଥିବ। ବେଳେ ଆମ।ଜନ ଏହ। ଉପରେ କୌଣସି ପ୍ରତିକ୍ରିୟ। ରଖିନ।ହିଁ।

Launching Ceremony of “AYUSHMAN BHARAT

Comments are closed.