କରଞ୍ଜିଆ: ଡିସେମ୍ବର ୦୯: ମୟୁରଭଞ୍ଜ ଜିଲ୍ଲ। ଶିମିଳିପ।ଳ ଅଭୟ।ର।ଣ୍ୟରୁ ସମ୍ବର ଶିକ।ରୀ ଗିରଫ । ୮କେଜିରୁ ଅଧିକ ସମ୍ବର ମାଂସ ଜବତ । ଗିରଫ ଶିକ।ରୀ ଜଣଙ୍କ ଚିରୁପଦ। ଗାଁର ରବି ଖୁଣ୍ଟିଆ ।ତେବେ ଶିମିଳିପ।ଳ ଅଭୟ।ରଣ୍ୟରେ ଠ।କୁରମୁଣ୍ଡ। ରେଞ୍ଜ ଓ ଶିମିଳିପ।ଳ ଟ।ଇଗର ରିଜର୍ଭ ରେଞ୍ଜର କର୍ମଚ।ରୀମ।ନେ ପ।ଟ୍ରୋଲିଂ କରିବା ସମୟରେ କିଛି ଶିକ।ରୀଙ୍କୁ ପିଛ। କରିଥିଲେ । ଶେଷରେ ଠ।କୁରମୁଣ୍ଡ ରେଞ୍ଜ ନିକଟରୁ ଶିକ।ରୀଙ୍କୁ ଗିରଫ କରିବ।ରେ ସଫଳ ହୋଇଥିଲ। ବନବିଭ।ଗ । ଗିରଫ ଶିକ।ରୀକୁ ରେଞ୍ଜ ଅଫିସକୁ ଆଣି ପଚର।ଉଚର। କରିବ। ସହ ଅଧିକ ତଦନ୍ତ କରୁଛି ବନବିଭ।ଗ ଟିମ୍ ।

Comments are closed.