ଆଳୁ ଚାଟ୍‌

ସାମଗ୍ରୀ:
ସିଝା ଆଳୁ – ୮-୯(୬୦୦ ଗ୍ରାମ)
ତେଲ – ୩-୪ ଚାମଚ
ଧନିଆ ପତ୍ର – ୨-୩ ଚାମଚ (କଟା ହୋଇଥିବା)
କଞ୍ଚା ଲଙ୍କା – ୨(କଟା ହୋଇଥିବା)
କର୍ଣ୍ଣଫ୍ଲୋର-୩ ଚାମଚ
ଲୁଣ- ୧ ଛୋଟ ଚାମଚ କିମ୍ବା ସ୍ୱାଦ ଅନୁସାରେ

ସର୍ଭ କରିବା ପାଇଁ
ଦହି – ୧ ଛୋଟ ଗିନାରେ
ଧନିଆପତ୍ରର ଖଟା ଚଟଣୀ – ଅଧା ଗିନା
ମିଠା ତେ;ୁଳି ଚଟଣୀ – ୧/୨ ଛୋଟ ବାଉଲ
ଜୀରା ପାଉଡର – ୧/୨ ଛୋଟ ଚାମଚ
ଲଙ୍କା ଗୁଣ୍ଡ – ୧ ଛୋଟ ଚାମଚ
କଳା ଲୁଣ – ୧-୨ ଛୋଟ ଚାମଚ
ବେସନରେ ପ୍ରସ୍ତୁତ ସେଓ

ପ୍ରସ୍ତୁତି:
ସିଝା ଆଳୁରୁ ଚୋପା ଛଡାଇ ଚକଡି ଦିଅ;ୁ । ଏଥିରେ କଟା ହୋଇଥିବା କଞ୍ଚା ଲଙ୍କା, ଲୁଣ, କଟା ହୋଇଥିବା ଧନିଆପତ୍ର ଏବଂ କର୍ଣ୍ଣଫ୍ଲୋର ପକାଇ ଭଲଭାବରେ ମିଶାଇ ଅଟା ଭଳି ଦଳି ଦିଅ;ୁ । ପ୍ୟାନ୍‌ ଗରମ କର;ୁ । ଏବେ ହାତରେ ଅଳ୍ପ ତେଲ ଲଗାଇ ଏହି ମିଶ୍ରଣରୁ ଅଳ୍ପ ନିଅ;ୁ । ଗୁଳାକୁ ନିଜ ହିସାବରେ ବଡ କିମ୍ବା ଛୋଟ କର;ୁ । ଏହି ମିଶ୍ରଣକୁ ଗୋଲ କରି ଟିMିର ସେପ ଦିଅ;ୁ । ଗରମ ପ୍ୟାନ୍‌ରେ ତେଲ ପକାଇ ଚାରିଆଡକୁ ଖେଳାଇ ଦିଅ;ୁ । ପ୍ୟାନ୍‌ର ଆକାର ଅନୁସାରେ ସମସ୍ତ ଟିMି ପ୍ୟାନ୍‌ରେ ରଖି ଲୋ କିମ୍ବା ମିଡିୟମ ଫ୍ଲେମ୍‌ରେ ଗୋଲେïନ ବ୍ରାଉନ ହେବା ପର୍ଯ୍ୟନ୍ତ ସେକ;ୁ । ବର୍ତ୍ତମାନ ଆଳୁ ଟିMି ପ୍ରସ୍ତୁତ ହୋଇଗଲା । ଏବେ ପ୍ଲେଟରେ ଆଳୁ ଟିMି ରଖି ଏଥିରେ ଫେଣ୍ଟା ହୋଇଥିବା ଦହି, ମିଠା ତେ;ୁଳି ଚଟଣୀ, ଧନିଆ ପତ୍ର ପକାଇ ସର୍ଭ କରନ୍ତୁ ।

Govt

Comments are closed.