ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା ଆସିଛି ଆଜି
ଘୋଷଯାତ୍ରା ପାଇଁ ରଥ ର୍ନିମାଣ ଅନୁକୂଳ ସାଜି
ଅଖିମୁଠି ଅନୁକୂଳ ଚାଷ ଆରମ୍ଭ କରି
ଆନଂଦେ ବସିଛି କୃଷକ ସବୁ ପାସୋରି
ଚଂଦନ ଜାତ୍ରାର ଶୁଭ ଆରମ୍ଭ
ଏ ତିଥି ଭଗବାନ ପର୍ଷୁରାମଂକ ଅର୍ବିଭାବ
ଆଜି ଦିନରେ, ଭେଟିଲେ ସୁଦମା ବନ୍ଧୁ କୃଷ୍ଣ ସାଥିରେ
କୃଷ୍ଣ ବଢାଇଲେ ଅକ୍ଷୟ ପାତ୍ର ଯୁଧିଷ୍ଠିରଂକ ହାତରେ
ଅସୀମିତ ଭୋଜନ ପାଇଲେ ଏହି ପାତ୍ରରେ
ମହର୍ଷି ବ୍ୟାସଦେବ ରଚିଲେ ମହାଭାରତ ଏହି ତିଥିରେ
ଗଂଗା ମାତାଂକ ହେଲା ଧରା ପୃଷ୍ଠରେ ଅବତରଣ
ତ୍ରେତାୟା ଯୁଗ ହେଲା ଆରମ୍ଭ ଜାଣ
ଶୁଭ କାର୍ଯ୍ୟର ଶୁଭ ମହୁର୍ତ୍ତ ତିଥି ଏଇ
ଶ୍ରୀକୃଷ୍ଣ ରଖିଲେ ଇଜ୍ଜତ ଦୌପ୍ରଦୀଂକୁ ଅକ୍ଷୟ ବସ୍ତ୍ର ଦେଇ
ଆମ ସଂସ୍କୃତି , ଆମ ପର୍ବ ପର୍ବାଣୀ ଆମ ଗୌରବ ଭଊଣୀ ଭାଇ
ଖୁସିରେ ପାଳିବା ସମସ୍ତେ ଏକାଠି ହୋଇ

Launching Ceremony of “AYUSHMAN BHARAT

Comments are closed.