ଅଜୟ ନଥିଲେ ପ୍ରଥମ ପସନ୍ଦ

0

ରାମ ଗୋପାଲ ବର୍ମାଙ୍କର ଫିଲ୍ମ କମ୍ପାନୀକୁ ଦର୍ଶକ ଖୁବ ଭଲପାଇବା ଦେଇଥିଲେ । ତେବେ ଏହି ଫିଲ୍ମର ଲିଡରୋଲ ପାଇଁ ରାମଗୋପାଲଙ୍କର ପ୍ରଥମ ପସନ୍ଦ ଅଜୟ ଦେବଗନ ନୁହେଁ ବରଂ ଶାହରୁଖ ଖାନ ଥିଲେ ବୋଲି ନିକଟରେ ନିଜେ ରାମଗୋପାଲ ବର୍ମା ପ୍ରକାଶ କରିଛନ୍ତି । ହେଲେ ପରେ ସେ ଅନୁଭବ କରିଥିଲେ ଶାହରୁଖଙ୍କ ଏନର୍ଜି ନୁହେଁ ଅଜୟ ଦେବଗନଙ୍କ ଏନର୍ଜି ଏଭଳି ଫିଲ୍ମ ପାଇଁ ବେଶି ଭଲ ହେବ । ତେଣୁ ସେ ଅଜୟଙ୍କୁ ଏଥିରେ କାଷ୍ଟ କରିଥିଲେ । ତାଙ୍କର ଏହି ଟ୍ରିକ ପାଇଁ ଫିଲ୍ମଟି ଭଲ ହୋଇଥିବା ରାମ ଗୋପାଲ ପ୍ରକାଶ କରିଛନ୍ତି । ଉଭୟ. ହିରୋଙ୍କର ଷ୍ଟାଇଲ ଭିନ୍ନଭିନ୍ନ ଯେଉଁ କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଥିବା ରାମଗୋପାଲ ପ୍ରକାଶ କରିଛନ୍ତି । ଫିଲ୍ମଟି ୨୦୦୨ରେ ପରଦାକୁ ଆସିଥିଲା ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.