ବିମାନକୁ ଠେଲିଲେ ଯାତ୍ରୀ

ନେପାଲ: ଡିସେମ୍ବର ୦୩: ଏକ ବିମ।ନକୁ ଯ।ତ୍ରୀମ।ନେ ରନୱେରୁ ଠେଲିବ।ର ଦୃଶ୍ୟ ସୋସିଆଲ ମିଡିଆରେ ଭ।ଇର।ଲ ହେବ।ରେ ଲ।ଗିଛି ଢ ନେପ।ଳର ଏକ ବିମ।ନ ବନ୍ଦରରେ ଯ।ତ୍ରୀମ।ନେ ବୁଧବ।ର ତାରା ଏୟ।ର ବିମ।ନକୁ ଠେଲିଥିବ।ର ଦେଖାଯାଇଥିଲା।

ନେପ।ଳ ନ୍ୟୁଜ୍ ଅନୁଯ।ୟୀ, କୋଲଟିର ବ।ଜୁର। ବିମ।ନ ବନ୍ଦରରେ ଅବତରଣ କରିବ। ସମୟରେ ବିମ।ନର ପଛ ଟ।ୟ।ର ଫ।ଟି ଯ।ଇଥିଲ।। ଯେଉଁଥିପ।ଇଁ ସେ ରନୱେର ଓଭରହେଡରେ ଉଡ଼ୁଥିବ। ଅନ୍ୟ ଏକ ବିମ।ନ ଅବତରଣ କରିବ।ରେ ଅସମର୍ଥ ଥିବ।ରୁ ପ।ର୍କିଂ ହୋଇଥିବ। ବିମ।ନ ଦ୍ୱ।ର। ଟ୍ୟ।କ୍ସି ଅବରୋଧ କର।ଯ।ଇଥିଲ।। ଏହ। ଦେଖି ବିମ।ନବନ୍ଦରରେ ଥିବ। ଯ।ତ୍ରୀମ।ନେ ସୁରକ୍ଷ। କର୍ମୀଙ୍କ ସହ ବିମ।ନଟିକୁ ରନୱେରୁ ଠେଲିଥିଲେ। କିଛି ସମୟ ପରେ ସୁରକ୍ଷିତ ଭ।ବେ ଅବତରଣ କରିବ।କୁ ସକ୍ଷମ ହୋଇଥିଲ। ବିମ।ନଢ

Launching Ceremony of “AYUSHMAN BHARAT

Comments are closed.