ଆମେରିକା: ଜାନୁଆରୀ ୨୦: ୫-ଜି ପ୍ରଭାବିତ କରୁଛି ବିମାନ ଚଳାଚଳକୁ।ପୟୁନ।ଇଟେଡ୍ ଏୟ।ରଲ।ଇନସ ପକ୍ଷରୁ କୁହ।ଯ।ଇଛି ଯେ, ଆମେରିକ।ରେ ୫ଜି ପ୍ରଚଳନର ପ୍ରଭ।ବ ବିମ।ନ ସେବ। ଉପରେ ପଡୁଛି । ରନେଓ୍ୱ ଉପରେ ୫ଜି ୱେଭ ପ୍ରଭ।ବ ରହୁଥିବ।ରୁ ବିମ।ନ ଅବତରଣ ଓ ଉଡ଼।ଣ ଆରମ୍ଭ ପ୍ରଭ।ବିତ ହେଉଛି । ଅଟୋ ପ।ଇଲଟ୍, ହେଡ୍ସ ଅପ୍ ଡିସପ୍ଲେ, ଟେରେନ୍ ଓ୍ୱ।ର୍ଣ୍ଣିଂ, ପିଚ୍ କଣ୍ଟ୍ରୋଲ ସିଷ୍ଟମ ପ୍ରଭ।ବିତ ହେବ।କୁ ଥିବ। ଆଶଙ୍କ। ରହିଛି ।
#FlyAI: Due to deployment of the 5G communications in USA,we will not be able to operate the following flights of 19th Jan'22:
AI101/102 DEL/JFK/DEL
AI173/174 DEL/SFO/DEL
AI127/126 DEL/ORD/DEL
AI191/144 BOM/EWR/BOMPlease standby for further updates.https://t.co/Cue4oHChwx
— Air India (@airindiain) January 18, 2022
ବିଶେଷ କରି ହଷ୍ଟନ, ନ୍ୟୁୟର୍କ, ଲସ୍ ଆଞ୍ଜେଲ୍ସ, ସ।ନ୍ ଫ୍ର।ନ୍ସିସ୍କୋ ଓ ଚିକ।ଗୋ ବିମ।ନବନ୍ଦରକୁ ବିମ।ନ ଚଳ।ଚଳ ଉପରେ ତର୍କ କରିଛି ଏୟ।ର ଇଣ୍ଡିଆ । ଏହି କ।ରଣରୁ ସ।ର। ବିଶ୍ୱରୁ ଆମେରିକ।କୁ ଚ।ଲୁଥିବ। ୧୫ ହଜ।ର ବିମ।ନ ଓ ୧.୨୫ ମିଲିଅନ ଯ।ତ୍ରୀ ପ୍ରଭ।ବିତ ହୋଇଛନ୍ତି । ଏୟ।ରଲ।ଇନ୍ସର ସୂଚନ। ଦେଇଛି ଯେ ବୁଧବ।ର ଦିନ ଦିଲ୍ଲୀ-ଜେଏଫକେ-ଦିଲ୍ଲୀ ଏବଂ ମୁମ୍ବ।ଇ-ଇଡବ୍ଲ୍ୟୁ-ମୁମ୍ବ।ଇ ବିମ।ନ ଚଳ।ଚଳ କରିପ।ରିବ ନ।ହିଁ। ତେବେ ଏହା ପରେ ଭାରତକୁ ସିଧା ବିମାନ ଯାତ୍ରା ପ୍ରଭାବିତ ହେବ ବୋଲି କୁହାଯାଉଛି।
ଉଲ୍ଲେଖ ଯୋଗ୍ୟ ଯେ, ୟୁଏସ୍ ଆଧ।ରିତ ଏୟ।ରଲ।ଇନ୍ସ ଗ୍ରୁପ ଫେଡେର।ଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ କୁ ଚିଠି ଲେଖି ଚିନ୍ତ। ମଧ୍ୟ ପ୍ରକଟ କରିଛନ୍ତି।୫-ଜି ଯୋଗୁଁ ଭୟଙ୍କର ବିମ।ନ ସଙ୍କଟ ଆସିପ।ରେ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କର।ଯ।ଇଛି। ଏହି ୟୁଏସ୍ ଆଧ।ରିତ ଏୟ।ରଲ।ଇନ୍ସ ଗ୍ରୁପରେ ୟୁନ।ଇଟେଡ୍ ଏୟ।ରଲ।ଇନ୍ସ, ଆମେରିକ।ର ଏୟ।ରଲ।ଇନ୍ସ, ଡେଲ୍ଟ। ଏୟ।ରଲ।ଇନ୍ସ ଏବଂ ଫେଡଏକ୍ସ ସ।ମିଲ ଅଛି।

Comments are closed.