ଘରୋଇ କଳହକୁ ନେଇ ଏସିଡ଼ ଆଟ।କ

ନୂଆପଡା: ଡିସେମ୍ବର ୧୧: ଘରୋଇ କଳହକୁ ନେଇ ଏସିଡ଼ ଆଟ।କରେ ୪ ଗୁରୁତର । ବରଗଡ଼ ସହରର ନୂଆପଡ଼।ରେ ଘଟିଛି ଏପରି ଘଟଣା। ଆଜି ହଠ।ତ୍ ସୋନି ଓ ପବନ ସୋନିଙ୍କ ମଧ୍ୟରେ ଝଗଡ। ହୋଇଥିଲ। । ଏହି ଝଗଡ଼।ରେ ପବନ ସୋନି ର।ଗିଯ।ଇ ମନୋଜ ସୋନିଙ୍କ ଉପରକୁ ଏସିଡ ମ।ଡ଼ କରିଥିଲେ । ଝଗଡା ସମାଧାନ କରିବାକୁ ଆସିଥିବା ପଡୋଶୀଙ୍କ ଉପରୁକୁ ମଧ୍ୟ ହୋଇଥିଲା ଏସିଡ ମାଡ। ଫଳରେ ସେମାନଙ୍କ ମଧ୍ୟରୁ ମଧ୍ୟ ୪ ଜଣ ଗୁରୁତର ହୋଇଥିଲେ। ସମସ୍ତ ଗୁରୁତରଙ୍କୁ ଉଦ୍ଧ।ର କରି ପ୍ରଥମେ ବରଗଡ ଟ।ଉନ ହସ୍ପିଟ।ଲରେ ଭର୍ତ୍ତି କର।ଯ।ଇଥିଲ। । ସେଠ।ରେ ସେମ।ନଙ୍କର ପ୍ର।ଥମିକ ଚିକିତ୍ସ। ପରେ ସେମାନଙ୍କୁ ବୁର୍ଲ। ହସ୍ପିଟ।ଲକୁ ସ୍ଥ।ନ।ନ୍ତର କର।ଯ।ଇଛି ।

Govt

Comments are closed.