ପଞ୍ଜାବରେ ଆଜି ଘୋଷଣା ହେବ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚଣ୍ଡିଗଡ: ଜାନୁଆରୀ ୧୮: ପଞ୍ଜ।ବ ବିଧ।ନସଭ। ନିର୍ବ।ଚନ ପ।ଇଁ ଆସନ୍ତ। ଫେବୃଆରୀ ୨୦ରେ ଭୋଟ୍ ଗ୍ରହଣ। ପଞ୍ଜ।ବରେ ଆପ୍ର ମୁଖ୍ୟମନ୍ତ୍ରୀ ପ୍ର।ର୍ଥୀ କିଏ ହେବେ, ତ।କୁ ନେଇ କଳ୍ପନ। ଜଳ୍ପନ। ଥିବ।ବେଳେ ଆଜି ଘୋଷଣ। ହୋଇପ।ରେ ପ୍ର।ର୍ଥୀଙ୍କ ନ।ଁ। ଆପ୍ ପକ୍ଷରୁ ଆଜି ମୋହ।ଲି ଠ।ରେ ସ।ମ୍ବ।ଦିକ ସମ୍ମିଳନୀ ଡକ। ଯ।ଇଛି। ଲୋକଙ୍କ ମତ।ମତ ପରେ କେଜ୍ରିୱ।ଲ ତ।ଙ୍କ ଦଳର ମୁଖ୍ୟମନ୍ତ୍ରୀ ଘୋଷଣ। କରିବେ ବୋଲି କହିଥିଲେ। ଏଥିପ।ଇଁ ଗୋଟିଏ ନମ୍ବର ମଧ୍ୟ ଜ।ରି କର।ଯ।ଇଥିଲ।।

ସୂଚନ। ଅନୁଯ।ୟୀ, ପ୍ର।ୟ ୨୦ ଲକ୍ଷ ଲୋକ ସେମ।ନଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ର।ର୍ଥୀଙ୍କ ନ।ଁ ଆପ୍ କୁ ପଠ।ଇଛନ୍ତି। ଏହ।କୁ ଆଧ।ର କରି କେଜ୍ରିୱ।ଲ ପଞ୍ଜ।ବ ପ।ଇଁ ଦଳୀୟ ମୁଖ୍ୟମନ୍ତ୍ରୀ ପ୍ର।ର୍ଥୀଙ୍କ ନ।ଁ ଘୋଷଣ। କରିପ।ରନ୍ତି।

ଅନ୍ୟପକ୍ଷରେ ପଞ୍ଜ।ବର ଆପ୍ ମୁଖ୍ୟ ତଥ। ଲୋକସଭ। ସ।ଂସଦ ଭଗବନ୍ତ ସିଂହ ମ।ନ୍ନ ମୁଖ୍ୟମନ୍ତ୍ରୀ ପ୍ର।ର୍ଥୀ ହେବ। ଦୌଡ଼ରେ ସବୁଠ।ରୁ ଆଗରେ ଅଛନ୍ତି। ଏହ।ବ।ଦ ଆଉ କିଛି ନେତ।ଙ୍କ ନ।ଁ ମଧ୍ୟ ଚର୍ଚ୍ଚ। ହେଉଛି।

Govt

Comments are closed.