ଫିଟ୍ ରହିବା ପାଇଁ ଏକ୍ସପର୍ଟଙ୍କ ସହାୟତା

0

ଅନେକ ସମୟରେ ଏଭଳି ଦେଖିବାକୁ ମିଳେ ଆମେ ଶୁଣାକଥାରେ ବିଶ୍ବାସ କରି ଫିଟ୍ ରହିବାକୁ ଚେଷ୍ଟା କରିଥାଉ । ତେବେ ଏହା ସମୟେ ସମୟେ ଆମକୁ ଅସୁବିଧାରେ ପକାଇଥାଏ । ତେଣୁ ସବୁବେଳେ ଫିଟ ରହିବା ପାଇଁ ଏକ୍ସପର୍ଟଙ୍କ ସହାୟତା ନିଅନ୍ତୁ । ସେମାନଙ୍କ ସହାୟତାରେ ନିଜ ବ୍ୟାୟାମଠାରୁ ଆରମ୍ଭ କରି ଖାଦ୍ୟ ସବୁର ରୁଟିନ ପ୍ରସ୍ତୁତ କରନ୍ତୁ । କେତେ ସମୟ ବ୍ୟାୟାମ କରିବେ, କେଉଁକେଉଁ ବ୍ୟାୟାମ କରିବେ, କଣ କଣ ଖାଇବେ ଏହିଭଳି ବିଭିନ୍ନ କଥାକୁ ଧ୍ୟାନରେ ରଖି ଏମାନଙ୍କ ପରାମର୍ଶରେ ରୁଟିନ ପ୍ରସ୍ତୁତ କରନ୍ତୁ । ଏହି ରୁଟିନକୁ ଅନୁକରଣ କରି ଜଣେ ବ୍ୟକ୍ତି ଫିଟ ରହିବା ସହିତ ବିଭିନ୍ନ ସମସ୍ୟାରୁ ଦୂରରେ ରହିପାରିବା ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.