ଭୁବନେଶ୍ବର ଏୟାରପୋର୍ଟ DGMO ଗିରଫ

0

ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟ DGM ଗିରଫ । ଲଭ୍-ସେକ୍ସ ଧୋକ୍କା ଅଭିଯୋଗ ପରେ DGMO ଉମାକାନ୍ତ ପଟେଲଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୋଲିସ । ଘରୋଇ ଏୟାରଲାଇନ୍ସର ଜଣେ ଯୁବତୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ନିଜେ ବିବାହିତ ଥାଇ ମଧ୍ୟ ଉକ୍ତ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ୪ ବର୍ଷ ଧରି ତାଙ୍କ ସହ ସମ୍ପର୍କ ରଖି ଗର୍ଭପାତ କରାଇଥିଲେ ଉମାକାନ୍ତ । ତାଙ୍କ ନାଁରେ ସଂଗୀନ ଅଭିଯୋଗ ଆସିବା ପରେ ଏୟାରପୋର୍ଟ ଥାନାର କେସ୍ ନମ୍ବର ୩୭୦/୨୫ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.