ମାଆ ହେବେ କି ସୋନାକ୍ଷୀ

0

ନିକଟରେ ସୋନାକ୍ଷୀ ସିହ୍ନା ମାଆ ହେବା ନେଇ ଅନେକ ଆଲୋଚନା ହେବାରେ ଲାଗିଛି । କିଛି ଲୋକ ଏହାକୁ ସତ ବୋଲି କହୁଥିବାବେଳେ କିଛି ଲୋକ ଏହାକୁ ଗୁଜବ କହି ଏଡାଇ ଯାଉଛନ୍ତି । ହେଲେ ନିକଟରେ ସୋନାକ୍ଷୀ ଓ ଜହିରଙ୍କୁ ଏକାଠି ଏକ ଇଭେଣ୍ଟରେ ଦେଖିବାକୁ ମିଳିଥିଲା । ଏହି ଇଭେଣ୍ଟର ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ଜହିର ସୋନାକ୍ଷୀଙ୍କ ପେଟରେ ହାତ ମାରି ତାଙ୍କ ସହିତ ମଜାକରୁଥିବାର ଦେଖିବାକୁ ମିଳିଛି । ଭିଡିଓଟି ଭାଇରାଲ ହେବାପରେ ସମସ୍ତେ ସୋନାକ୍ଷୀ ପ୍ରେଗନାଣ୍ଟ ଥିବା ନେଇ ପୁଣି ଆଲୋଚନା ଆରମ୍ଭ କରିଛନ୍ତି । ଜହିର ଏହି ଗୁଜବକୁ ସତ ବୋଲି ହିଣ୍ଟ ଦେଇଥିବା ନେଇ ସୋସିଆଲ ମିଡିଆରେ ମତ ପ୍ରକାଶ ପାଇବାରେ ଲାଗିଛି । ସୂଚନା ଅନୁସାରେ ଉଭୟଙ୍କର ଗତ ବର୍ଷ ବିବାହ ହୋଇଥିଲା ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.