ରାଜ୍ୟ ବିଜେପିର ନୂଆ ଟିମ ଗଠନ କଲେ ସଭାପତି

0

ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନୂଆ ଟିମ ଘୋଷଣା । ୧୦ ଉପସଭାପତି, ୧୦ ସଂପାଦକ ଓ ୪ସାଧାରଣ ସଂପାଦକ ନିଯୁକ୍ତ ହୋଇଛନ୍ତି । ସାତ ଜଣ ରାଜ୍ୟ ଉପସଭାପତି ବଦଳିଛନ୍ତି । ଦୁଇ ଜଣଙ୍କ ଦାୟିତ୍ବରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ସାଧାରଣ ସମ୍ପାଦକ ଥିବା ଯତୀନ ମହାନ୍ତିଙ୍କୁ ଉପସଭାପତି କରାଯାଇଛି । ପୂର୍ବରୁ ଉପସଭାପତି ଥିବା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.