ମୟୁରାସନ

0

ଏହି ପୋଜ୍‌ କରିବାପାଇଁ ପ୍ରଥମେ ଯୋଗ ମ୍ୟାଟ ଉପରେ ଆଣ୍ଠୁ ମାଡି ବସିପଡନ୍ତୁ । ତେବେ ଆଣ୍ଠୁ ମଧ୍ୟରେ କିଛି ଗ୍ୟାପ୍‌ ରଖନ୍ତୁ । ଏହାପରେ ହାତକୁ ସାମ୍ନା ପଟେ ଭୂମି ଉପରେ ରଖନ୍ତୁ । ଏହାପରେ କହୁଣୀକୁ ମୟୁର ପଞ୍ଝାଭଳି ରଖି ଏହା ଉପରେ ସମସ୍ତ ଶରୀରର ଭାର ରଖନ୍ତୁ । ଏହାପରେ ଧୀରେଧୀରେ ଗୋଡକୁ ଅଳ୍ପ ଉପରକୁ ଉଠାନ୍ତୁ । ତେବେ ଏହି ଆସନ କରିବା ସମୟରେ ଏକ୍ସପର୍ଟଙ୍କ ସାହାଯ୍ୟ ନିଅନ୍ତୁ । ଯେତିକି ସମୟ ପାରୁଛନ୍ତି ଏହି ପୋଜ୍‌ରେ ରୁହନ୍ତୁ । ଏହା ଏକ ଷ୍ଟ୍ରେଚିଂ ଏକ୍ସରସାଇଜ୍‌ ହୋଇଥିବାରୁ ପୂରା ବଡିର ଷ୍ଟ୍ରେଚ୍‌ ହୋଇଥାଏ । ଏହା ପାଚନତନ୍ତ୍ର ପାଇଁ ବେଶ ଉପକାରୀ ହୋଇଥାଏ । ତେବେ ଏହାକୁ ପ୍ରଥମରୁ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.