ଓଏଏସ ସ୍ତରରେ ବଡ ଅଦଳବଦଳ, ବଦଳିଲେ ୧୨ ଅଧିକାରୀ

ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି। ଏକାଥରକେ ୧୨ ଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବଦଳି କରାଯାଇଥିବା ଅଧିକାରୀଙ୍କୁ ତୁରୁନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ କୁହାଯାଇଛି। ପୂର୍ବରୁ ରାଜ୍ୟ ସରକାର ଓଏଏସ ସ୍ତରରେ ବଡ ଅଦଳବଦଳ କରିଥିଲେ।

Launching Ceremony of “AYUSHMAN BHARAT

Comments are closed.