ଚିକେନ୍‌ ଆଳୁ କବାବ୍‌

ସାମଗ୍ରୀ
୨୫୦ଗ୍ରାମ ସିଝା ଆଳୁ, ୨୫୦ ଗ୍ରାମ ସିଝା ଚିକେନ୍‌, ଏକ ଚାମଚ ଗରମ ମସଲା, ଭଜା ଜୀରା ଗୁଣ୍ଡ, ଏକ ଚାମଚ ସୋୟା ସସ, ଗୋଲମରିଚ ଗୁଣ୍ଡ, କଞ୍ଚାଲଙ୍କା, ଧନିଆ ପତ୍ର, ୨ଟି ଅଣ୍ଡା, ବ୍ରେଡ୍‌ଗୁଣ୍ଡ ।
ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ ସିଝା ଆଳୁ, ଚିକେନ୍‌, ଗରମ ମସଲା,ଲୁଣ, ଜୀରା ଗୁଣ୍ଡ, ମରିଚ ଗୁଣ୍ଡ, ଅଦାରସୁଣ ପେଷ୍ଟ, ପୋଦିନା ପତ୍ର, ସୋୟା ସସ୍‌, ଧନିଆ ପତ୍ର ପକାଇ ଗୋଳାନ୍ତୁ । ଏହାପରେ ଏହାକୁ ୧୦ ରୁ୧୫ ମିନିଟ୍‌ ଫ୍ରିଜ୍‌ରେ ରଖିଦିଅନ୍ତୁ । ତାପରେ ଏହାକୁ ଟିକ୍କି ସେପ୍‌ ଦିଅନ୍ତୁ । ଏହାକୁ ଫେଣ୍ଟା ହୋଇଥିବା ଅଣ୍ଡାରେ ବୁଡାଇ ବ୍ରେଡ୍‌କ୍ରମ୍ବ୍‌ କୋଟ୍‌ କରି ଡିପ ଫ୍ରାଏ କରି ନିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଚିକେନ୍‌ ପଟାଟୋ କବାବ୍‌ ।

Launching Ceremony of “AYUSHMAN BHARAT

Comments are closed.