ଧନିଆ ଚିଙ୍ଗୁଡି

ସାମଗ୍ରୀ – ୮ରୁ ୧୨ଟି ଚିଙ୍ଗୁଡି, ଗୋଟିଏ ଲେମ୍ବୁ ରସ, ଧନିଆ ପତ୍ର ୨ ବିଡା, ରସୁଣ, ଅଦା, ଗୋଲମରିଚ ଗୁଣ୍ଡ, ଅଧା ଚାମଚ କର୍ଣ୍ଣଫ୍ଲୋର ।
ପ୍ରଣାଳୀ – ପ୍ରଥମେ ରସୁଣ, ଅଦା, ଧନିଆ ପତ୍ର, ଲେମ୍ବୁ ରସ ଓ ଅଳ୍ପ ତେଲ ମିଶାଇ ବାଟି ନିଅନ୍ତୁ । ଚିଙ୍ଗୁଡିକୁ ଗୋଟିଏ ପାତ୍ରରେ ନେଇ ଏଥିରେ ଲୁଣ, ଗୋଲମରିଚ ଗୁଣ୍ଡ ଏବଂ ବଟାଯାଇଥିବା ମିଶ୍ରଣକୁ ଗୋଳାଇ ଦିଅନ୍ତୁ । ଏହାକୁ ଭଲ କରି ଗୋଳାଇ ପାଖାପାଖି ୩୦ ମିନିଟ୍‌ ପର୍ଯ୍ୟନ୍ତ ରଖି ଦିଅନ୍ତୁ । ଏହାପରେ ତେଲ ଗରମ କରି ଏଥିରେ ଚିଙ୍ଗୁଡିକୁ ପକାନ୍ତୁ , ଏହାକୁ ୨ ମିନିଟ୍‌ ଯାଏଁ ଭାଜନ୍ତୁ । ଏହାପରେ କର୍ଣ୍ଣଫ୍ଲୋରକୁ ପାଣିରେ ମିଶାଇ ଏଥିରେ କଟା ଧନିଆ ପତ୍ର ପକାଇ ପ୍ୟାନରେ ଢାଳନ୍ତୁ । ଅଳ୍ପ ସମୟରେ ପରେ ଏହି ମିଶ୍ରଣ ଧୀରେଧୀରେ ଗାଢା ହେବା ଆରମ୍ଭ କରିବ । ଗାଢା ହୋଇଗଲେ ଏଥିରେ ଗୋଲମରିଚ ଗୁଣ୍ଡ ପକାଇ ଓହ୍ଲାଇ ଦିଅନ୍ତୁ ।

Launching Ceremony of “AYUSHMAN BHARAT

Comments are closed.