ପ୍ରକାଶ ପାଇଲା ୨୦୧୯ ୟୁପିଏସସି ରେଜଲ୍ଟ : ପ୍ରଦୀପ ସିଂହ ୟୁପିଏସସି ଟପର
ଅଷ୍ଟମ ସ୍ଥାନରେ ଓଡିଶାର ଅଭିଷେକ, ଦଶମରେ ସଞ୍ଜିତା ମହାପାତ୍ର
ଭୁବନେଶ୍ୱର : ଅଗଷ୍ଟ ୪: ପ୍ରକାଶ ପାଇଛି ୨୦୧୯ ୟୁପିଏସସି ରେଜଲ୍ଟ । ପ୍ରଦୀପ ସିଂହ ୨୦୧୯ର ଆଇଏଏସ୍ ଟପର ହୋଇଛନ୍ତି । ଯତୀନ କିଶୋର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆଇଏଏସ୍ ତାଲିକାର ଟପ ଟେନରେ ଦୁଇ ଓଡିଆ ରହିଛନ୍ତି । ଓଡିଶାର ଅଭିଷେକ୍ ସରାଫ ଅଷ୍ଟମ ସ୍ଥାନରେ ଥିବାବେଳେ ସଞ୍ଜିତା ମହାପାତ୍ର ୧୦ମ ସ୍ଥାନରେ ରହିଛନ୍ତି । ସଞ୍ଜିତା ପୂର୍ବରୁ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହୋଇଥିଲେ । ୧୨୫ତମ ସ୍ଥାନରେ ଅଛନ୍ତି ଓଡ଼ିଶାର ନବଲ କୁମାର ଦାସ ।
Comments are closed.