ଭ୍ରାମରୀ ପ୍ରାଣାୟମ

0

ସର୍ବଦା ଇଣ୍ଟରନେଟ୍‌ରେ ବ୍ୟସ୍ତ ଥିବା ମଣିଷଙ୍କର ବ୍ୟସ୍ତ ବହୂଳ ଜୀବନ ପାଇଁ ଭ୍ରମରୀ ପ୍ରାଣାୟମର ଆବଶ୍ୟକତା ରହିଛିା ଭ୍ରମର ଭଳି ଶବ୍ଦ ଏହି ପ୍ରାଣାୟମ ସମୟରେ ବାହାରୁଥିବାରୁ ଏହାର ନାମ ଭ୍ରାମରୀ ପ୍ରାଣାୟାମା ଆସନ୍ତୁ ପଢିବା ଏହି ପ୍ରାଣାୟମ ବିଷୟରେ । ପ୍ରଥମେ ସୁଖାସନରେ ବସିଯାଆନ୍ତୁା ମନକୁ ଶାନ୍ତ କରି ଆଖି ବନ୍ଦ କରନ୍ତୁା ଦୁଇହାତର ତର୍ଜନୀ ଆଙ୍ଗୁଠିରେ କାନକୁ ବନ୍ଦ କରିଦିଅନ୍ତୁା ବାହୁକୁ କାନ୍ଧ ସିଧା ରଖନ୍ତୁା ଏହାପରେ ପାଟିବନ୍ଦ କରି ଜିଭକୁ ଉପର ଆଡକୁ ଭିତରକୁ ମୋଡି ତାଳୁକୁ ଲଗାନ୍ତୁା କଣw ଓ ନାକରେ ଭ୍ରମର ପରି ଓଁ ଶବ୍ଦ ଉଚ୍ଚାରଣ କରନ୍ତୁା ଓଁ କାର ଧ୍ୱନିକୁ ଲମ୍ବା ସ୍ୱରରେ ଧୀରରୁ ଉଚ୍ଚରେ ଉଚ୍ଚାରଣ କରନ୍ତୁା ଧୀରେ ଧୀରେ ନିଶ୍ୱାସ ଛାଡନ୍ତୁା ଏହିପରି ୫ମିନିଟ୍‌ କରନ୍ତୁା ତାହାପରେ ଧୀରେ ଶକ୍ତି ଅନୁସାରେ ସମୟ ବଢାନ୍ତୁା ଦିନରେ ୩ରୁ ୪ଥର ଭ୍ରାମରୀ ପ୍ରାଣାୟମ କରିପାରିବୋ ଏହା କରିବା ଦ୍ୱାରା ମନ ଏକ୍ରାଗତ ହେବା ସହିତ ସୁଖ ନିଦ୍ରା ହୋଇଥାଏା କ୍ରୋଧ, ଚିନ୍ତା, ଭୟରୁ ମୁକ୍ତି ମିଳିଥାଏା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏା ଆତ୍ମ ବିଶ୍ୱାସ ବଢିଥାଏା ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଥାଏା ତେବେ କାନରେ ଯଦି ପୀଡା ହେଉଛି ତେବେ ଏହି ପ୍ରାଣାୟମ କରନ୍ତୁ ନାହିାଁ

Govt
Leave A Reply

Your email address will not be published.