ପାଳଙ୍ଗ ଇଡଲି

0

ସାମଗ୍ରୀ – ଅରୁଆ ଚାଉଳ, ବିରି, ମେଥି, ଲୁଣ, ଅଧା କପ କଟା ପାଳଙ୍ଗ ଶାଗ, ଗ୍ରେଟ କରାଯାଇଥିବା ପନିର, ପିଆଜ, କଟା କଞ୍ଚା ଲଙ୍କା, ଛୋଟଛୋଟ କଟା ଅଦା ।
ପ୍ରଣାଳୀ – ପ୍ରଥମେ ଚାଉଳ, ବିରି ଓ ମେଥିକୁ ଧୋଇ ଅଲଗା ଅଲଗା ବତୁରାଇ ଇଡିଲି ପ୍ରସ୍ତୁତ କରିବାକୁ ଆଣ ପ୍ରସ୍ତୁତ କରନ୍ତୁ । ଏଥିରେ ଲୁଣ ଗୋଳାଇ ଏହାକୁ କିଛି ଘଣ୍ଟା ପାଇଁ ରଖି ନିଅନ୍ତୁ । ଏହାପରେ ଏକ ପ୍ୟାନ୍‌ରେ ତେଲ ଗରମ କରି ଏଥିରେ ଜିରା ପକାନ୍ତୁ ପରେ ଏଥିରେ ପିଆଜ ପରାଇ ଭାଜନ୍ତୁ । ପିଆଜ ଭାଜି ହେବା ପରେ ଏଥିରେ ପାଳଙ୍ଗ, ପନିର୍‌, ଅଦା କଟା, ଲଙ୍କା କଟା ଓ ଲୁଣ ପକାଇ ଭାଜନ୍ତୁ । ଏହା ଆପଣଙ୍କ ପୁର ଭଳି କାମ ଦେବ । ଏହାପରେ ଏହି ପୁରକୁ ଦେଇ ପ୍ରସ୍ତୁତ କରନ୍ତୁ ପାଳଙ୍ଗ ଇଡିଲି ।

Leave A Reply

Your email address will not be published.