ସାଧାରଣତଃ ମହିଳାମାନେ ଅଫିସ୍ ଯିବା ସମୟରେ ନିଜର ବ୍ୟାଗ୍ ପ୍ରତି ଅଧିକ ଧ୍ୟାନ ଦେଇଥାଆନ୍ତି । ଯାହାକୁ ଆଖିରେ ରଖି ବର୍ତ୍ତମାନ ଟ୍ରେଣ୍ଡ୍ରେ ଅନେକ ବ୍ୟାଗ୍ ରହୁଛି, ଯାହା ଅଫିସ୍ ଓ୍ୱାର୍କ ପାଇଁ ଖୁବ ଉପଯୁକ୍ତ ହେଉଛି ।
ଦି ନ୍ୟୁୟର୍କ କ୍ରକ୍ ଇଫେକଫ ବ୍ୟାଗ୍
ବିଭିନ୍ନ ବ୍ୟାଗ୍ ଭିତରେ ଏହି ବ୍ୟାଗ୍ଟି ସବୁ ମହିଳାଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଏହାର ଟେକcର ଖୁବ ସୁନ୍ଦର ହୋଇଥାଏ । ଦି ନ୍ୟୁୟର୍କ କ୍ରକ୍ ଇଫେକଫ ବ୍ୟାଗ୍ଟି ସ୍ମìଥ୍ ଲେଦରରୁ ତିଆରି ହୋଇଥାଏ ଯାହା ବ୍ୟବହାର କରିବା ପାଇଁ ଖୁବ ଆରାମଦାୟକ ହୋଇଥାଏ । ଏହାର କ୍ରକ୍ ଇଫେକଫ ଏହାକୁ ଅନ୍ୟ ବ୍ୟାଗ ଭିତରେ ସ୍ୱତନ୍ତ୍ର କରିଥାଏ ।
ହ୍ୟାଣ୍ଡେଲ୍ ଓ୍ୱାର୍କ ବ୍ୟାଗ୍
ହ୍ୟାଣ୍ଡେଲ୍ ଓ୍ୱାର୍କ ବ୍ୟାଗ୍ ସବୁ ଓ୍ୱାର୍କିଂ ଲେଡିଙ୍କର ପସନ୍ଦ ହୋଇଥାଏ । ଏହାର ପାଖାପାଖି ୧୫ଟି କଲର ଆସିଥାଏ, ଯାହା ଏହି ବ୍ୟାଗକୁ ବେଶି ଆକର୍ଷଣୀୟ କରିଥାଏ । ଏଥିରେ ଥିବା ଇଣ୍ଟେରିଅର ପକେଟ୍ ଗୁଡିକ ଜିନିଷ ରଖିବାରେ ବେଶି ସହାୟତା ହୋଇଥାଏ । ତେଣୁ ଏଥିରେ ଥିବା ଜିପ୍ ବ୍ୟାଗ୍ ଗୁଡିକୁ ଛୋଟଛୋଟ ଜିନିଷ ରଖିବାରେ ବ୍ୟବହାର କରିହୋଇଥାଏ ।
ସ୍ୟୁଡେ ଓ୍ୱାର୍କ ବ୍ୟାଗ୍
ଏହା ସମସ୍ତଙ୍କର ପସନ୍ଦ ହୋଇଥାଏ । ଏହି ବ୍ୟାଗ୍ର ବିଶେଷତ୍ୱ ହେଲା ଏହା ସବୁ ପ୍ରକାରର ସିଜିନ୍ ସହିତ ପେୟାର କରିହେବ । ବର୍ଷା ହେଉ କିମ୍ବା ଖରା ସବୁ ପ୍ରକାର ଋତୁରେ ଏହାକୁ ବ୍ୟବହାର କରିହେବ ।