ସାଲଭାସନ

ଏହି ଯୋଗଟିକୁ କରିବା ପାଇଁ ସର୍ବପ୍ରଥମେ ଯୋଗମ୍ୟାଟ୍‌ ଉପରେ ପେଟ ତଳକୁ କରି ଶୋଇପଡ଼ନ୍ତୁ । ଏହାପରେ ଗୋଡ଼ ଓ ହାତ ଦୁଇଟିକୁ ଫଟୋ ଭଳି ପଛୁଆ ଧୀରେ ଧୀରେ ପାରୁ ପର୍ଯ୍ୟନ୍ତ ଉପରକୁ ଟେକନ୍ତୁ । ଏହି ସମୟରେ ଯେଭଳି ଆପଣଙ୍କର ଆଣ୍ଠୁ ଠାରୁ ଗୋଡ଼ ପର୍ଯ୍ୟନ୍ତ ସମସ୍ତ ଅଙ୍ଗ ସିଧା ରହିଥିବ ।
ଉପକାର
– ହାତ ଓ ଗୋଡ଼କୁ ମଜଭୁତ କରିବ ।
– ସାଇଟିକା ଲକ୍ଷଣରୁ ମୁକ୍ତି ଦେବ ।
– ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗ ସହିତ ପିଠି ମାଂସପେଶୀକୁ ଶକ୍ତ କରିବ ।
– ଜଙ୍ଘ, କାନ୍ଧ, ପେଟକୁ ପ୍ରସାରିତ କରିବ ।
– ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବ ।

Launching Ceremony of “AYUSHMAN BHARAT

Comments are closed.