ଗୋଟିଏ ଦିନରେ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ; ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ ହେଲା

ଭୁବନେଶ୍ୱର:ଜୁଲାଇ ୪ : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୪୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଗଂଜାମ ରୁ ସର୍ବାଧିକ ୨୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, ଖୋର୍ଦ୍ଧା ରୁ ୫୦ ଜଣ, ସୁନ୍ଦରଗଡ ରୁ ୩୬ ଜଣ, ମୟୁରଭଞ୍ଜ ରୁ ୨୮ ଜଣ, ଅନୁଗୁଳ ରୁ ୨୪ ଜଣ, ପୁରୀ ରୁ ୧୮ ଜଣ, ବାଲେଶ୍ୱର ରୁ ୧୩ ଜଣ, କଟକ ରୁ ୧୩ ଜଣ, ଭଦ୍ରକ ରୁ ୧୨ ଜଣ, ଜଗତସିଂହପୁର ରୁ ୧୨, କେନ୍ଦ୍ରାପଡ଼ା ରୁ ୧୧, ନବରଙ୍ଗପୁର ରୁ ୧୧, ଝାରସୁଗୁଡା ରୁ ୮, କନ୍ଧମାଳ ରୁ ୮, ଗଜପତି ରୁ ୭, ସମ୍ବଲପୁର ରୁ ୬, ମାଲକାନଗିରି ରୁ ୫, କୋରାପୁଟ ରୁ ୫, କେନ୍ଦୁଝର ରୁ ୫, ବରଗଡ ରୁ ୨, ସୋନପୁର ରୁ ୨ ଏବଂ ଯାଜପୁର, ନୟାଗଡ ଓ ଢେଙ୍କାନାଳ ରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
ଚିହ୍ନଟ ହେଇଥିବା ୪୯୫ ଜଣ ସଂକ୍ରମିତ ଙ୍କ ମଧ୍ୟରୁ, ୩୫୫ ଜଣ quarantine ରେ ଥିଲେ ଏବଂ ୧୪୦ ଜଣ local Contact case I
ଏହାକୁ ମିଶାଇ,ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ କୁ ବୃଦ୍ଧି ପାଇଛି I

Govt

Comments are closed.