ଭୁବନେଶ୍ୱର: ମେ ୨୬: ୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ l ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୭୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି l
ସୁସ୍ଥ ହେଇଥିବା ୮୪ ଜଣ ଙ୍କ ମଧ୍ୟରେ, ଗଂଜାମ ର ୨୪, ଯାଜପୁର ର ୧୮, ବାଲେଶ୍ୱର ର ୧୧,କଟକ ର ୭, ଭଦ୍ରକ ର ୬, କେନ୍ଦ୍ରାପଡ଼ା ର ୫ , ଖୋର୍ଦ୍ଧା ୪, ପୁରୀ ୪, ସୁନ୍ଦରଗଡ ୧ ଏବଂ ମୟୁରଭଞ୍ଜ ଓ ନୟାଗଡ ର ୨ ଜଣ ଲେଖାଏଁ ଅଛନ୍ତି l
Another 84 Covid patients have recovered and are being discharged.
24 are from Ganjam
18 from Jajpur
11 from Balasore
7 from Cuttack
6 from Bhadrak
5 from Kendrapara
4 each from Khordha and Puri
2 each from Nayagarh and Mayurbhanj, and
1 from Sundargarh.— H & FW Dept Odisha (@HFWOdisha) May 26, 2020

Comments are closed.