ପୁଣି ନକ୍ସଲ ହିଂସା, ଗ୍ରାମବାସୀକୁ ନିର୍ମମ ହତ୍ୟା

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ଏବେ ନକ୍ସଲ ପୋଲିସର ଘନ ଘନ ଆକ୍ରମଣରେ ଲୁଚିବାକୁ ପ୍ରୟାସ କରୁଛନ୍ତି। ନିଜର କ୍ଷତି ଦେଖି ନକ୍ସଲ ଏବେ ହଡବଡେଇ ଯାଉଛନ୍ତି। ଲୋକଙ୍କ ମନରେ ଭୟ ଜାତ କରିବା ପାଇଁ ନକ୍ସଲ କାପୁରୁଷତା କାମ କରୁଛନ୍ତି।

ଏହି କ୍ରମରେ ଗତକାଲି ରାତିରେ ନକ୍ସଲ ଜଣେ ଗ୍ରାମବାସୀକୁ ହତ୍ୟା କରି ପୁଲିସ ଇନଫର୍ମର ବୋଲି ଦର୍ଶାଇଛନ୍ତି। ଗୋଟିଏ ପଟେ ଯବାନ ନକ୍ସଲଙ୍କୁ ଖୋଜି ଖୋଜି ମାରୁଥିବା ବେଳେ ନକ୍ସଲ ନିଜର ପତିଆରା ଜାହିର କରିବା ପାଇଁ ବିଜାପୁର ଜିଲ୍ଲାର ଭେରମଗଡ ଥାନା ଅଞ୍ଚଳର କେସାମୁଣ୍ଡି ଗ୍ରାମରେ ଗତକାଲି ସଂନ୍ଧ୍ୟା ୭ଟା ବେଳେ ପହଞ୍ଚିଥିଲେ।

Launching Ceremony of “AYUSHMAN BHARAT

Comments are closed.