କଟକରୁ ବିପୁଳ ପରିମାଣରେ ଦେଶୀ ମଦ ଜବତ

କଟକ : କଟକ ସହର ଉପକଂଠରୁ ବିପୁଳ ପରିମାଣରେ ଦେଶୀ ମଦ ଜବତ I ଚୋରା ମଦ କାରବାରରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଡିପ୍ଲୋମା ଛାତ୍ରଙ୍କୁ ଗିରଫ କରାଯାଇଛି I ତାଙ୍କ ନାଁ ରାଜା ବେହେରା I ସୋମବାର ସକାଳେ ସହର ଉପକଣ୍ଠ କାଜି ପାଟଣା ଅଞ୍ଚଳରୁ ୮୭୫ ଲିଟର ଦେଶୀ ମଦ ଜବତ କରିଛି ଭ୍ରାମ୍ୟମାଣ ଅବକାରୀ ବିଭାଗ I ଏହା ସହିତ ଏକ ସ୍କୋର୍ପିଓ ଗାଡିକୁ ଜବତ କରିଛି ଅବକାରୀ ବିଭାଗ I ଏହି ମଦ ଭୁବନେଶ୍ୱର ସମେତ ଆଖପାଖ ଅଂଚଳକୁ ରପ୍ତାନି ହେଉଥିଲା I

Govt

Comments are closed.