ମହିଳା ଭlଗିଲେ ମଦ ଦୋକାନ

ସମୟ ଲାଇଭ,୧୭/୩: ବହୁ ବାର ମଦ ଦୋକାନକୁ ବନ୍ଦ କରିବା ପାଇଁ ପ୍ରଶାସନ ପାଖରେ ଦାବି କରି ନିରାଶ ହେବା ପରେ ଶେଷରେ ତାତିଲେ ମହିଳା,କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଗୁପ୍ତି ଛକରେ ଥିବା ମଦ ଦୋକାନରୁ ଲକ୍ଷ୍ୟଧିକ ଟଙ୍କାର ମଦ ବୋତଲ ଭାଙ୍ଗିଲେ ଦେଲେ ମହିଳା. ଶତାଧିକ ମହିଳା ଆସି ପହଂଚିଲି ଥିଲେ ମଦ ଦୋକାନ ସାମ୍ନାରେ. ମଦ ଦୋକାନୀ କିଛି ବୁଝିବା ପୂର୍ବରୁ ଶତାଧିକ ମହିଳା ମଦ ଦୋକାନ ଭିତରେ ପଶି ଲକ୍ଷ ଧିକ ଟଙ୍କା ର ମଦ ବୋତଲ ରାସ୍ତା ରେ ବାଡେଇ ଭାଗୀ ଚୂରମର କରି ଦେଇଥିଲେ | ମହିଳା ଅଭିଯୋଗ କରିଥିଲେ ବାରମ୍ବାର ପ୍ରଶାସନ ଅବଗତ କରାଇ ଥିଲେ ମଧ୍ୟ ଫଳ ଶୂନ. ତେବେ ଏଭଳି ସଂଗୀନ ଘଟଣା ଘଟିବା ପରେ ପ୍ରଶାସନ କି ପଦେକ୍ଷପ ହେଉଛି ତାହା ଦେଖିବାର ବାକି |

Launching Ceremony of “AYUSHMAN BHARAT

Comments are closed.