ମଲାଇକାଙ୍କ ପ୍ରଶଂସା

ବଲିଉଡ୍‌ର ଅଭିନେତ୍ରୀ ମଲାଇକା ଅରୋରା ନିଜ ଲୁକ୍‌କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ସୋଶାଲ ମିଡିଆରେ ତାଙ୍କର ସମସ୍ତ ଲୁକ୍‌ ଭାଇରାଲ୍‌ ହୋଇଥାଏ। ବର୍ତ୍ତମାନ ଜିମ୍‌ ଲୁକ୍‌ରେ ମଲାଇକାଙ୍କର ଗୋଟିଏ ହଟ୍‌ ଫଟୋ ଓ ଭିଡିଓ ଭାଇରାଲ୍‌ ହେଉଛି।ଏହି ଫଟୋରେ ମଲାଇକା ନ୍ୟୁଡ୍‌ ଶେଟ୍‌ ଆଉଟଫିଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଦେଖିବା ପରେ ସୋଶାଲ ମିଡିଆରେ ଫ୍ୟାନ୍ସ ମଲାଇକାଙ୍କ ଫିଜିକ୍ସକୁ ନେଇ ପ୍ରଶଂସା କରିଛନ୍ତି ଏବଂ କମେଣ୍ଟ ।କେବଳ ଫଟୋ ନୁହେଁ ଇନଷ୍ଟାଗ୍ରାମ୍‌ରେ ଶେଆର୍‌ ହୋଇଥିବା ମଲାଇକାଙ୍କ ଭିଡିଓ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି। ଏହି ଭିଡିଓରେ ମଲାଇକା ତାଙ୍କ କାର୍‌ରୁ ବାହାରି ଜିମ୍‌ ଆଡ଼କୁ ଯାଉଛନ୍ତି। ସେହି ସମୟରେ ସେଠାରେ ଥିବା ଫଟୋଗ୍ରାଫର୍‌ ତାଙ୍କର ଫଟୋ ନେବା ପାଇଁ କହିଛି।ମଲାଇକା ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଇଣ୍ଡିଆଜ୍‌ ବେଷ୍ଟ ଡାନ୍ସର’କୁ ଜଜ୍‌ କରୁଛନ୍ତି।

Launching Ceremony of “AYUSHMAN BHARAT

Comments are closed.