ଦୁର୍ବୁତ୍ତଙ୍କ ଆକ୍ରମଣରେ ୪ ଶ୍ରମିକ ଗୁରୁତର

ପୁରୀ : ଶ୍ରମିକଙ୍କୁ ଦୁର୍ବୁତ୍ତଙ୍କ ଆକ୍ରମଣ I ଗତକାଲି ରାତିରେ ପୁରୀ ମଙ୍ଗଳଘାଟ ଛକରେ ୪ ଶ୍ରମିକଙ୍କୁ ଆକ୍ରମଣ କରିଛନ୍ତି କିଛି ଦୁର୍ବୁତ୍ତ । ଆହତ ଶ୍ରମିକ ପୁରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଶ୍ରମିକଙ୍କ ପରିବାର ପକ୍ଷରୁ ବାସେଳି ସାହି ଥାନାରେ ଏନେଇ ଅଭିଯୋଗ ହୋଇଛି । କାହିଁକି ଶ୍ରମିକଙ୍କୁ ଆକ୍ରମଣ କରାଗଲା ତଦନ୍ତ କରୁଛି ପୋଲିସ । ଆକ୍ରମଣର ଶିକାର ହୋଇଥିବା ଶ୍ରମିକ ଚନ୍ଦନପୁର ଅଂଚଳର ।

Launching Ceremony of “AYUSHMAN BHARAT

Comments are closed.