ଫନି ବିପନ୍ନ ସହାୟତାକୁ ଅପେକ୍ଷା

ପୁରୀ : ନିଜର ହକ ପାଇବାକୁ ଅପେକ୍ଷା କରି କରି ଆଜି ଯାଏ ମିଳିଲାନି ସହାୟତା l ୪ ବର୍ଷ ପରେ ବି ମିଳିଲାନି ସରକାରୀ ସହାୟତା l ନିଜର ହକ୍ ପାଇଁ ରାଜା ରାସ୍ତାକୁ ଓହ୍ଲାଇଛନ୍ତି ଲୋକମାନେ l ଘଟଣାକୁ ୪ ବର୍ଷ ହେବାପରେ ବି ଆଜି ଯାଏ ମିଳିଲାନି ସହାୟତ l
ସୂଚନାନୁସାରେ : ରାଜ୍ୟ ସରକାରଙ୍କ ଅପାରଗତାର ନୂଆ ରେକର୍ଡ । ୪ ବର୍ଷ ପରେ ବି ମିଳିଲାନି ସହାୟତା। ହକ୍ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଫନି ବିପନ୍ନ । ପ୍ରତିଶୃତି ଦେଇ ଠକିଦେଲେ ସରକାର। ୪ବର୍ଷ ପରେବି ମିଳିନି ଫନି ସହାୟତା । ପୁରୀ ଜିଲ୍ଲାରେ ୨୦୧୯ ମସିହା ମେ ମାସରେରେ ତାଣ୍ଡବ ରଚିଥିଲା ପ୍ରଳୟଙ୍କାରୀ ବାତ୍ୟା ଫନି। ଛାରଖାର ହୋଇଯାଇଥିଲା ପୁରୀ ଜିଲ୍ଲାର ୧୧ଗୋଟି ବ୍ଲକ। ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି ଏବଂ ଓଡ଼ିଶା ଜନ ଶକ୍ତିମଞ୍ଚ ପକ୍ଷରୁ ଆନ୍ଦୋଳନ ପାଇଁ ରାସ୍ତାକୁ ଓଲ୍ହାଇଛନ୍ତି ଖ୍ୟାତି ଗ୍ରସ୍ତ କରିମାନେ ।

Launching Ceremony of “AYUSHMAN BHARAT

Comments are closed.