ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । କ୍ରମେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ସୂଚାନ ଦେଇଛି । ତେବେ ୪୮ ଘଣ୍ଟା ମଧ୍ୟରେ ଅର୍ଥାତ୍ ଆସନ୍ତା ୨୦ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଦିଗକୁ ଗତି କରିପାରେ ।
A #Cyclonic Circulation lies over south Andaman Sea & neighbourhood. Under its influence, a #LowPressureArea is likely to form over southeast & adjoining eastcentral #BayOfBengal around 20th October, says @mcbbsr #WeatherUpdate #Alerts pic.twitter.com/H5EasdPIP8
— PIB in Odisha (@PIBBhubaneswar) October 17, 2022
ପାଣିପାଗ ବିଭାଗ ସୂଚନା ଅନୁସାରେ, ୪୮ ଘଣ୍ଟା ପରେ ଏହା ଅଧିକ ଚିହ୍ନିଟ ହେବ । ତେବେ ମତ୍ସ୍ୟଜୀବୀଙ୍କୁ ସେହି ସମୟରେ ସମୁଦ୍ର ଭିତରୁ ନଯିବାକୁ ବାରଣ କରାଯିବା ସହିତ ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.