ଆବଶ୍ୟକୀୟ ସାମଗ୍ରୀ: ବ୍ରେଡ୍, କଟା ଟମାଟୋ, କ୍ୟା«ିକମ୍, କଟା ପିଆଜ, କଟା ଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ, ଚିଜ୍, ଲୁଣ ଓ ବଟର ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କଟା ଟମାଟୋ, କ୍ୟାପସିକମ୍, ପିଆଜ, ଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ , ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ଗୋଳେଇ ଦିଅ;ୁ ।
ପରେ ଏକ ପାତ୍ରରେ ବ୍ରେଡ୍ ନିଅ;ୁ । ତା’ ଉପରେ ପିଜା’ ସସ୍କୁ ଲଗାଇ ଦିଅ;ୁ । ଏହାପରେ ରଖିଥିବା ମସଲାକୁ ବ୍ରେଡ୍ ଉପରେ ରଖି ଦିଅ;ୁ । ତା’ ଉପରେ ଚିଜ୍ ମଧ୍ୟ ପକାଇ ଦିଅ;ୁ ।
ଏହା ପରେ ଏକ ପ୍ୟାନରେ ବଟର ପକାଇ ଅଳ୍ପ ଗରମ କର;ୁ । ତା’ ପରେ ସଜାଇ ରଖଥିବା ବ୍ରେଡ୍ ପିଜାକୁ ପ୍ୟାନରେ ରଖି ଦିଅ;ୁ । ବ୍ରେଡ୍ ପିଜା ପ୍ରସ୍ତୁତ କଲା ବେଳେ ଗ୍ୟାସର ଆଞ୍ଚକୁ ଧିମା ରଖନ୍ତୁ । ପରେ ଏହାକୁ ଘୋଡ଼ାଇ ଦିଅ;ୁ । ୩ରୁ ୪ ମିନିଟ୍ ଭିତରେ ବଟରଟି ତରଳି ଗଲେ ତାକୁ ଏକ ପାତ୍ରରେ କାଢି ଦିଅ;ୁ । ତା’ ଉପରେ ଚିଲି ଫ୍ଲେକ୍ସ ପକାଇ ଦିଅ;ୁ । ପ୍ରସ୍ତୁତ ହୋଇଗଲା ବ୍ରେଡ୍ ପିଜା ।
Comments are closed.