ଶାଗ ମାଂସ ତରକାରୀ

ସାମଗ୍ରୀ – ଅଳ୍ପ ପରିମାଣ ସୋରିଷ ଶାଗ ଓ ପାଳଙ୍ଗ ଶାଗ, ୫ଚାମଚ ଅଲିଭ୍‌ ତେଲ, ଛୋଟ ଖଣ୍ଡେ ଅଦା (କଟା), ୬ ରୁ ୭ଟି ରସୁଣ କୋଲା (କଟା), ୨ଟି ବଡ ପିଆଜ କଟା, ୪ଟି କଞ୍ଚା ଲଙ୍କା,୩୦୦ ଗ୍ରାମ ମାଂସ (କଟା) ।

ପ୍ରଣାଳୀ – ପ୍ୟାନ୍‌ରେଲ ତେଲ ଗରମ କରନ୍ତୁ ଏଥିରେ ପିଆଜ, ଅଦା ଓ ରସୁଣ ପକାଇ କିଛି ସମୟ ଭାଜନ୍ତୁ । ଏହାପରେ ଏଥିରେ କଟା ମାଂସ ଓ ସୋରିଷ ଶାଗକୁ ପକାଇ ମାଂସ ସିଝିବା ପର୍ଯ୍ୟନ୍ତ ଭାଜନ୍ତୁ । ମାଂସ ସିଝିବା ପରେ ଏଥିରେ ପାଳଙ୍ଗ ଶାଗ ପକାଇ ଭାଜନ୍ତୁ । କିଛି ସମୟ ଭାଜିବା ପରେ ଏଥିରେ ସ୍ୱାଦ ଅନୁସାରେ ଲୁଣ ଓ ଗୁଣ୍ଡ ମସଲା ପକାନ୍ତୁ । ଅଳ୍ପ ସମୟ ପରେ ପ୍ରସ୍ତୁତ ହୋଇଗଲା ଶାଗ ମାଂସ ।

Launching Ceremony of “AYUSHMAN BHARAT

Comments are closed.