ପଶ୍ଚିମବଙ୍ଗ: ଫ୍ରେବୃଆରୀ ୦୧: ପଶ୍ଚିମବଙ୍ଗ ର।ଜ୍ୟପ।ଳ ଜଗଦୀପ ଧନକର ସୋମବ।ର ଟ୍ୱିଟରରେ ସିଏମ୍ ମମତ। ବ।ନ।ର୍ଜୀଙ୍କୁ ପଠ।ଇଥିବ। ହ୍ୱାଟସଆପ ମେସେଜକୁ ସେୟାର କରିଛନ୍ତି। ର।ଜ୍ୟପ।ଳଙ୍କ ଅନୁଯ।ୟୀ, ‘ସ।ମ୍ବିଧ।ନିକ କ।ର୍ଯ୍ୟକର୍ତ୍ତ।ଙ୍କ ମଧ୍ୟରେ କଥ।ବ।ର୍ତ୍ତ। ଏବଂ ସୌହ।ର୍ଦ୍ଦ୍ୟ ହେଉଛି ଗଣତନ୍ତ୍ରର ଆତ୍ମ। ଏବଂ ସମ୍ବିଧ।ନର ଆଦେଶ। ଏହ। ପ।ରସ୍ପରିକ ସମ୍ମ।ନର ସହିତ ହୋଇପାରେ ବୋଲି ସେ ମେସେଜରେ ଲେଖିଥିଲେ। ସେ ଏହା ମଧ୍ୟ ଲେଖିଛନ୍ତି ଯେ ସୋମବ।ର ସକ।ଳ ୧୦.୨୫ ରେ ମମତ।ଙ୍କୁ ବ।ର୍ତ୍ତ। ପଠାଇଛନ୍ତି।
ଏହ।ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ଏକ ସ।ମ୍ବ।ଦିକ ସମ୍ମିଳନୀରେ ରାଜ୍ୟପାଳଙ୍କୁ ଟ୍ୱିଟରରୁ ବ୍ଲକ କରିଥିବା କଥା କହିଥିଲେ। ମମତା ଏହା ମଧ୍ୟ କହିଥିଲେ ଯେ ପ୍ରତିଦିନ ସକାଳୁ ଧନକର ତାଙ୍କୁ ଆକ୍ରମଣର ଧମକ ଦେଉଥିଲେ। ଫୋନ୍ ଟ୍ୟାପ କରିବା ସହ ସେ ର।ଜ୍ୟ ମୁଖ୍ୟ ଶ।ସନ ସଚିବ ତଥ। ପୋଲିସ୍ ମହ।ନିର୍ଦ୍ଦେଶକଙ୍କୁ ଧମକ ଦେଉଥିବ। ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏହ। ମଧ୍ୟ କହିଛନ୍ତି ଯେ ର।ଜ୍ୟପ।ଳ ଜଗଦୀପ ଧନଖରଙ୍କ ବିଷୟରେ ସେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନେକ ଚିଠି ଲେଖିଛନ୍ତି। ତେବେ ଏପରି ଅନେକ ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବଂ ଏହାକୁ ଖଣ୍ଡନ କରିବାକୁ ଯାଇ ନିଜର ଟ୍ୱିଟରରେ ହ୍ୱାଟସଆପ ମେସେଜକୁ ସେୟାର କରିଛନ୍ତି ଧନକର।
Comments are closed.